ସ୍ମୁତୀ ସନ୍ଧ୍ୟା ସାଧାରଣତ ପନିପରିବା ଖାଦ୍ୟ ପାଇଁ ବ୍ୟବହୃତ ହୁଏ,କିନ୍ତୁ ଆପଣ ଜାଣନ୍ତି କି ଚର୍ମରେ ପନିପରିବା ଲଗାଇବା ମଧ୍ୟ ଚେହେରାରେ ଏକ ପ୍ରାକୃତିକ ଚମକ ଆଣିଥାଏ |କିଛି ପନିପରିବା ଅଛି,ଯାହାକୁ କିଛି ଦ୍ରବ୍ୟ ସହିତ ମିଶାଇ ସିଧାସଳଖ ମୁହଁରେ ଲଗାଇଲେ ମଧ୍ୟ ମୃତ ସେଲକୁ ମୁହଁରୁ ବାହାର କରିଦିଏ | ଆଜି ଆମେ ଆପଣଙ୍କୁ ପନିପରିବା ର ଏପରି ଫେସ୍ ମାସ୍କ କହୁଛୁ, ଯାହା ମୁହଁରେ ଲଗାଇଲେ ତତକ୍ଷଣାତ୍ […]

ଡ଼. ନଣକିଵୋର ମିଶ୍ର ୨୦୨୨ ମସିହାରେ, ଦୁଇଟି ସୂର୍ଯ୍ୟ ପରାଗ ଅଛି | ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୩୦ ଏପ୍ରିଲରେ ଘଟିବାକୁ ଯାଉଛି |ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ | ଏଥି ସହିତ, ଅକ୍ଟୋବର ୨୫ ରେ ଦ୍ୱିତୀୟ ସୂର୍ଯ୍ୟ ପରାଗ ହେବ | ଏହି ସୂର୍ଯ୍ୟ ପରାଗ ମଧ୍ୟ ଆଂଶିକ ହେବ | ୩୦ ଏପ୍ରିଲରେ ସୂର୍ଯ୍ୟପରାଗ ୧୨ :୧୫ ମଧ୍ୟରାତ୍ରିରୁ ଆରମ୍ଭ ହୋଇ […]

ଆଜିକାଲି ହାଇ-ଟେକ୍ ସ୍ମାର୍ଟଫୋନର ଚାର୍ଜରଗୁଡ଼ିକ ମଧ୍ୟ ବହୁତ ଉନ୍ନତ ହୋଇଛି | ସାଧାରଣ ଚାର୍ଜର ତୁଳନାରେ ନୂତନ ଚାର୍ଜିଂ ଟେକ୍ନୋଲୋଜି ସହିତ ଏହି ଚାର୍ଜରଗୁଡ଼ିକ ମଧ୍ୟ ମହଙ୍ଗା | ଏଥି ସହିତ, ଆଜିକାଲି ଏକ ଧାରା ଦେଖାଯାଉଛି, ଯେଉଁଥିରେ ବଡ କମ୍ପାନୀଗୁଡିକ ସେମାନଙ୍କର ପ୍ରିମିୟମ ସ୍ମାର୍ଟଫୋନ୍ ସହିତ ଚାର୍ଜର ପ୍ରଦାନ କରୁନାହାଁନ୍ତି | ଏହି ସ୍ମାର୍ଟଫୋନ୍ କିଣୁଥିବା ଉପଭୋକ୍ତାଙ୍କୁ ଚାର୍ଜର ପାଇଁ ଅଲଗା ପଇସା ଦେବାକୁ ପଡିବ | ଆଇଫୋନ୍ […]

ନୂଆଦିଲ୍ଲୀ:ନିକଟରେ ରାଜଧାନୀ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ୭୦ ବର୍ଷ ବୟସ୍କା ବ୍ୟକ୍ତି ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପୁରୁଷମାନଙ୍କଠାରେ ବଢୁଥିବା ସ୍ତନ କର୍କଟ ରୋଗ,ଏ କଥାକୁ ଦର୍ଶାଉଛି ଯେ ଏହି ରୋଗ କେବଳ ମହିଳାମାନଙ୍କ ମଧ୍ୟରେ ସୀମିତ ନୁହେଁ । ଅବଶ୍ୟ, ଏହା ପୁରୁଷମାନଙ୍କଠାରେ ଏକ ବିରଳ ଘଟଣା, ସାରା ବିଶ୍ୱରେ ଚିକିତ୍ସିତ ହେଉଥିବା ସମସ୍ତ କର୍କଟ ରୋଗର ଏପରି ଘଟଣା ଏକ ପ୍ରତିଶତରୁ କମ୍ ଅଟେ […]

ଶ୍ରାବଣ ସୋମବାରରେ ଖାଁ ଖାଁ ବାବା ଆଖଣ୍ଡଳମଣିଙ୍କ ପୀଠ ।କୋଭିଡ କଟକଣା ପାଇଁ ଲାଗି ହେବନି ବୋଲବମ ଭକ୍ତଙ୍କ ଜଳ। ରୀତିନୀତି ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ଚାଲିଛି ଶ୍ରାବଣୀ ନୀତିକାନ୍ତି ଓ ଜଳାଭିଷେକ।ଜିଲା ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ଜାରୀ । ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣ ପ୍ରଥମ ସୋମବାର ନୀତି ସମାପନ ହୋଇଥିବା ବେଳେ ଆଜି […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୯୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୩୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୪୫୧୭୭ ଜଣ ସୁସ୍ଥ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୯୯୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୭୪୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୨୩୨୦୯ ଜଣ ସୁସ୍ଥ […]

ବାସ୍ତବବ୍ୟୁରୋ:(ରିସର୍ଚ୍ଚ ଟିମ)ବର୍ତମାନ ଇଣ୍ଟରନେଟ୍ ର ଯୁଗ ସୋସିଆଲ ମିଡ଼ିଆର ଯୁଗ, ଟ୍ରମ୍ପ ଛିଙ୍କିବାର ଆଖି ପଲକରେ ବିଶ୍ଵବାସୀ ଜାଣିଯଉଛନ୍ତି |ପିଲାଙ୍କର ବହି ଉଇ ଖାଉଛି ପାଠ ପଢ଼ା ଇଣ୍ଟର୍ନେଟ୍ ରେ | ପାରିବାରିକ ସମ୍ପର୍କରେ ଦୂରତା ବଢିଛି |ପିଲା କାନ୍ଦିଲେ ମା’ମାନେ ମୋବାଇଲ ଧରାଇ ଦେଉଛନ୍ତି |ସୋସିଆଲ ମିଡ଼ିଆ ଯୁଗରେ ସୋସିଆଲ ମିଡ଼ିଆ ଯେତିକି ସୁବିଧା ଯୋଗାଇ ଦେଉଛି ଲୋକମାନେ ସେତିକି ଅଜବ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସୋସିଆଲ ମିଡ଼ିଆରୁ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆସନ୍ତାକାଲି ଅର୍ଥାତ ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ଯରେ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ଯ ସମ୍ପନ୍ନ ହେବ। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି, ଆଜି ମଙ୍ଗଳପାଗ ନୀତି ନିମନ୍ତେ ବରପିତା ଓ କନ୍ଯାପିତା ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୌରୀଙ୍କୁ ପୃଥକ ପୃଥକ ଭାବେ ଏକ ପାଲିଙ୍କିରେ […]

ବାସ୍ତବବ୍ୟୁରୋ:ନି.ପ୍ର (ଚାନ୍ଦବାଲି) କଳା ପାଣି ଦୀପରେ ଦିନ କାଟିବା ଭଳି ଜୀବୀନ ଅତିବାହିତ କରୁଛନ୍ତି ତିହିଡ଼ି ବ୍ଳକ ରାଜନଗର ପଂଚାୟତ କରଡ଼ିପାଳ ଗାଁ ବାସିନ୍ଦା , ବର୍ଷା ଦିନ ୪ମାସ ଗାଁ ଲୋକଙ୍କ ପାଇଁ ଆସେ ଚରମ ଦୁଃଖ ,ବର୍ଷା ସମୟରେ ଜଳବନ୍ଦୀ ଭାବରେ ରହିଥାନ୍ତି ଏହି ଗାଁର ଅଧିବାସୀ ମାନେ । ନିଜ ଗାଁକୁ ନିଜସ୍ୱ ଉଦ୍ୟମରେ ଗାଁ ଲୋକେ କରିଥିଲେ ଏକ ପାଦଚଲା ମାଟି ରାସ୍ତା , […]

Pin It on Pinterest