ବାସ୍ତବ ବ୍ୟୁରୋ :ଏଥର ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ନଵମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ନୂଆ ଵିଷୟ। ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ କରିକୁଲାର ଏକ୍ଟିଭିଟିସ, ବେସିକ ଆଇଟି ସ୍କିଲ୍ସକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ କରି ଏହା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ। ପରବର୍ତ୍ତୀ ଶିକ୍ଷାବର୍ଷରେ ଏହା ଉଭୟ ନବମ ଓ ଦଶମ […]

ବାସ୍ତବ ବ୍ୟୁରୋ :ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୧୨ମ କିସ୍ତି ହସ୍ତାନ୍ତର କରାଯାଇଛି । ଦୀପାବଳି ପୂର୍ବରୁ ସାରା ଦେଶର ୧୨ କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ଆଜି(ସୋମବାର) ୨୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ପିଏମ କିଷାନ ଯୋଜନା ଅଧିନରେ ୧୬,୦୦୦ କୋଟି ଟଙ୍କାର ଦ୍ୱାଦଶ କିସ୍ତି ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପିଏମ କିଷାନ ପୋର୍ଟାଲରେ […]

ବାସ୍ତବ ବ୍ୟୁରୋ:  ଏଥର ଦୀପାବଳିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ତାରିଖ ବେଳକୁ ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରହି ତେବେ ନା ଦୀପ ଜଳିବ ନା ଜମିବ ଆତସବାଜି, ଫିକା ପଡ଼ିଯିବ ଦୀପାବଳି । ଏବେ ବି ପାଣିପାଗକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ବିଭିନ୍ନ ପାଣିପାଗ ମଡେଲ୍‌ ଭିନ୍ନ ଭିନ୍ନ ପୂର୍ବାନୁମାନ […]

ବାସ୍ତବ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନାନୁଯାୟୀ ଓଡ଼ିଶାରୁ ଫେରିଯିବ ମୌସୁମୀ । ମୌସୁମୀ ଫେରିବା ଖବର ଲଘୁଚାପକୁ ଅଧିକ ଶକ୍ତିଶାଳୀ କରିବ ଓ ଘନୀଭୂତ ହେବାର ଆଶଙ୍କାକୁ ଦୃଢ଼ୀଭୂତ କରୁଛି। ଆସନ୍ତା ୨ ଦିନ ମଧ୍ୟରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ଏହାଭିତରେ ରହିଛି ଓଡ଼ିଶା। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଥିବା ବେଳେ […]

ବାସ୍ତବ ବ୍ୟୁରୋ : ଗତ ୨ ବର୍ଷ ହେବ କୋଭିଡ ପାଇଁ ଆଲୋକର ପର୍ବ ‘ଦୀପାବଳି’ ନିରାଡାମ୍ବର ଭାବେ ପାଳିତ ହୋଇ ଆସୁଥିଲା। କିନ୍ତୁ ଏଥର ସବୁଆଡେ ବହୁ ଆଡମ୍ବରରେ ଦୀପାବଳି ପାଳନ କରାଯିବ। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ କେଉଁଠାରେ ବାଣ ବଜାର ଖୋଲିବ ସେ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ […]

 ବାସ୍ତବ ବ୍ୟୁରୋ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟରେ ଥିବା ଚୁକ୍ତି ଭିତ୍ତିକ ଚାକିରୀ ବ୍ୟବସ୍ଥା ଉଚ୍ଛେଦ କରିବା ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି । ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି ନବୀନ୍‌ କହିଛନ୍ତି । ଏଥିସହିତ ବର୍ତ୍ତମାନ ଚାକିରୀରେ ଥିବା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ଅଧିକ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ […]

ବାସ୍ତବବ୍ୟୁରୋ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀର ନ୍ୟାସନାଲ ମେମୋରିଆଲ କମ୍ପ୍ଲେକ୍ସରେ ମା ଭାରତୀ କେ ସପୁତ ୱେବସାଇଟ୍ ଲଞ୍ଚ କରିଛନ୍ତି। କମ୍ପ୍ଲେକ୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ଏହି ୱେବସାଇଟ୍ ଲଞ୍ଚ କରିଥିଲେ। ଯୁଦ୍ଧ ସମୟରେ ସହିଦ ହୋଇଥିବା କିମ୍ବା ଆହତ ହୋଇଥିବା ଦେଶର ସୈନିକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏହି ୱେବସାଇଟ୍ ତିଆରି କରାଯାଇଛି। ୱେବସାଇଟ୍ ଅଧୀନରେ ଏକ ହଜାରରୁ ଅଧିକ ଆହତ ଯବାନଙ୍କୁ […]

ବାସ୍ତବବ୍ୟୁରୋ:ଋଣ ନେବାକୁ ମୁମ୍ବାଇର ଏସବିଆଇ ମୁଖ୍ୟାଳୟରେ ଏକ ଧମକପୂର୍ଣ୍ଣ କଲ ଆସିଥିଲା। କଲ୍ କରୁଥିବା ବ୍ୟକ୍ତି କହିଛନ୍ତି ଯେ ମୁଁ ପାକିସ୍ତାନରୁ କହୁଛି। ମୁଁ ବ୍ୟାଙ୍କରୁ ଲୋନ ମାଗିଥିଲି, ଯାହା ଦିଆଯାଇନାହିଁ । ଯଦି ମୁଁ ଠିକ୍ ସମୟରେ ଲୋନ ନ ପାଏ, ତେବେ ମୁଁ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଅପହରଣ କରିବି ଓ ତାଙ୍କୁ ହତ୍ୟା କରିବି। ଯଦି ତାଙ୍କ ଦାବି ପୂରଣ ନହୁଏ ତେବେ ସେ ଦକ୍ଷିଣ ମୁମ୍ବାଇରେ […]

୨୪ ଅକ୍ଟୋବରରେ ଦିୱାଲୀ ଏବଂ ୨୫ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ହେବ | ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ଏବଂ ଏହା ଦେଶର ଅନେକ ସ୍ଥାନରେ ଦୃଶ୍ୟମାନ ହେବ | ଏହି କାରଣରୁ ଦୀପାବଳିର ଗୋବର୍ଦ୍ଧନ ପୂଜାକୁ ଗୋଟିଏ ଦିନ ସ୍ଥଗିତ ରଖାଯାଇଛି। ଧାର୍ମିକ ଦୃଷ୍ଟିକୋଣରୁ ଏହା ମଧ୍ୟ ସ୍ୱତନ୍ତ୍ର ହେବ | ଏହାପୂର୍ବରୁ ୩୦ ଏପ୍ରିଲରେ ସୂର୍ଯ୍ୟ ପରାଗ ହୋଇଥିଲା, କିନ୍ତୁ ଦେଶରେ ଏହା ଦୃଶ୍ୟମାନ […]

ବାସ୍ତବବ୍ୟୁରୋ: କ୍ରିକେଟ ଖେଳ ଦେଖିବାର ସୁଯୋଗ ଆମକୁ ମିଳୁନି,ଅର୍ଚ୍ଚନା ୫୦ଟି ଭିଆଇପି ପାସ କେଉଁଠୁ ପାଇଲେ? ଏ ହେଉଛି ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପ୍ରଶ୍ନ ।ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ରାଉତ କହିଛନ୍ତିକି,ଅର୍ଚ୍ଚନା ନାଗଙ୍କର କଳା ସାମ୍ରାଜ୍ୟ ପଛରେ ବଡ଼ବଡ଼ିଆଙ୍କ ହାତ ରହିଛି। କଳାହାଣ୍ଡିରୁ ଭୁବନେଶ୍ଵର ଆସି ପ୍ରାସାଦ ନିର୍ମାଣ କରିବା ସହଜ ନୁହେଁ। ଯିଏ ନିର୍ମାଣ କରିଛି ତାକୁ ଖୋଜିକି […]

Pin It on Pinterest