ସଂଜୟ ଶତପଥୀ(କଟକ): ଐତିହାସିକ ସହର କଟକର ବହୁ ପୁରାତନ ରାଣୀହାଟ ହାଇସ୍କୁଲର ଶତ ବାର୍ଷିକୀ ଉତ୍ସବ କଟକ ଜୱାହର ଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦିନେ ଅନେକ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସୃଷ୍ଟି କରିଥିବା ରାଣୀହାଟ ହାଇସ୍କୁଲ ଆଜି ଅବହେଳିତ ଅବସ୍ଥାରେ ଅଛି। ୧୯୨୬ମସିହାରେ ମାତ୍ର ୬ଜଣ ପିଲାଙ୍କୁ ନେଇ ଆରମ୍ଭ କରାଯାଇଥିବା ଏହି ସ୍କୁଲରେ ଆଜି ବି ୮୦୦ରୁ ଉର୍ଦ୍ଧ ପିଲା ଅଧ୍ୟୟନ […]

ସଂଜୟ ଶତପଥୀ(କଟକ): ସାରା ବିଶ୍ବରେ ପରିବେଶ ସନ୍ତୁଳନତା କୁ ନେଇ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଥିବା ବେଳେ ସଚେତନତା ର ଅଭାବରୁ ସ୍ନାୟୁଗତ ଓ ସ୍ତନ କର୍କଟ ରୋଗ ର ପ୍ରାଦୁର୍ଭାବ ବଢ଼ିଚାଲିଛି। ବିଶେଷ କରି ବହୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ସହରାଞ୍ଚଳ ରେ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଚେତନତା ର ଅଭାବ ଦେଖାଦେଇଛି। ଏହି ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି ଆଜି ରୋଟାରୀ […]

ବରଗଡ଼୨୫/୧୨(ନବୀନ କୁମାର ଦାଶ):ସମାଜ ସେବୀ ଜନକଲ୍ୟାଣ ସଂଗଠନ ଓଡିଶା ଜନତା ସଂଘର୍ଷ ସମିତି ବରଗଡ଼ ର ୩୬ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ବରଗଡ଼ ଠାରେ ୨୪.୧୨.୨୦୨୪ ଦିନ ସଭାପତି କିଶୋର ଚନ୍ଦ୍ର ସାହୁ କଣ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗ ଦାନ କରି ସମିତି ଓ ଭିନ୍ନକ୍ଷମ ଶିଶୁ ମାନଙ୍କ ଉନ୍ନତି […]

ବରଗଡ଼୯/୧୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ପଞ୍ଚାୟତ ର ବଡ଼ ପିପିଲିପାଲି “ଆନନ୍ଦ ସେବା ସଦନ” ବୃଦ୍ଧାଶ୍ରମ ଠାରେ ଗୋଷ୍ଟାଷ୍ଟମୀ ଉପଲକ୍ଷେ ଏକ ଦିବସୀୟ ନାମଯଜ୍ଞ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କର୍ତ୍ତା ଭାବରେ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ଧର୍ମପତ୍ନୀ ଅନୀତା ମହାପାତ୍ର ଦାଇତ୍ବ ତୁଲାଇ ଥିବାବେଳେ ପରିଚାଳନା ଦାୟିତ୍ୱରେ ଆନନ୍ଦ ସେବା ସଦନ ଅନାଥାଶ୍ରମର ମୁଖ୍ୟ ଆନନ୍ଦ […]

ସଂଜୟ ଶତପଥୀ(କଟକ): ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କଟକ ସହରର ୪୦ଟି ପୂଜା ମଣ୍ଡପ ଦର୍ଶନ କରିଥିଲେ। ପ୍ରଥମେ ପ୍ରତାପ ନଗରୀ ପୂଜା ମଣ୍ଡପରେ ମୁଖ୍ୟମନ୍ତ୍ରୀ ପହଂଚିଥିଲେ। ସେଠାରେ କଟକ ନଗର ବିଜେପି ନେତୃବୃନ୍ଦ ତଥା ପୂଜା କମିଟି କାର୍ଯ୍ୟକର୍ତ୍ତା ମାନେ ପାଛୋଟି ନେଇଥିଲେ।ପରେ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଭିନ୍ନ ମଣ୍ଡପ ବୁଲି ମା ଙ୍କୁ ପୂଜା ଆରାଧନା, ଆଳତି ଆଦି […]

କଟକ(ସଂଜୟ ଶତପଥୀ)୦୪/୧୦/୨୦୨୪: ସମ୍ପୂର୍ଣ୍ଣ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ଗତ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ – ୨୦୨୪ କୁ ଗତିଶୀଳ କରିବା ସହ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ କରାଯାଉଛି । ବିଜେପିର ସଫଳତା ପଛରେ ଅଧିବକ୍ତାଙ୍କ ଅନେକ ବଡ ଭୂମିକା ରହିଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ […]

ସଂଜୟ ଶତପଥୀ(କଟକ): ଭାଜପା କଟକ ନଗର ଶିକ୍ଷକ ପ୍ରକୋଷ୍ଠ ତରଫରୁ ବାଖରାବାଦ ସ୍ଥିତ ଗାନ୍ଧି ଭବନରେ ଆର ବାଲ ସୁବ୍ରମଣ୍ୟମଙ୍କ ଲିଖିତ Power within the leadership legacy of Narendra Modi ପୁସ୍ତକ ସମ୍ବନ୍ଧରେ ଏକ ସେମିନାର ଆୟୋଜନ ହୋଇଥିଲା।କଟକ ନଗର ସଂଯୋଜିକା ଶ୍ରୀମତୀ ସୁରେଖା ସୁନ୍ଦରୀ ସ୍ୱାଇଁଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ମୁଖ୍ୟ ବକ୍ତା ରୂପେ ରାଜ୍ୟ ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗଦେଇ ପୁସ୍ତକ […]

ପ୍ରକଳ୍ପକୁ ସବୁ ସ୍ତରରେ ଜୋରଦାର ବିରୋଧ କରାଯିବ ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢ଼େଇ ଜାରି ରହିବ ଭୁବନେଶର(ନି.ପ୍ର)୧୦/୦୯/୨୦୨୪:ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ଆଜି ସକାଳେ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । […]

ନବ ଦାସ ହତ୍ୟାକାଣ୍ଡ,ର ପୁନଃ ତଦନ୍ତ ହେବ,ବିଜେପି ସରକାରଙ୍କ ବଡ ନିଷ୍ପତ୍ତି।ଖୋଲିବକି ନବ ଦାସଙ୍କ ହତ୍ୟା ମାମଲାର ଗୁମର ।ତଥ୍ଯ ଅନୁସାରେ ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବିଜେଡି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ନବ ଦାସ । […]

କଟକ(ସଂଜୟ ଶତପଥୀ): କଟକ ନଗର ଭାଜପା ତରଫରୁ ସ୍ୱଚ୍ଛ ଭାରତ ଯୋଜନାରେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ନେତାଜୀଙ୍କ ଜନ୍ମସ୍ଥାନ, ଓଡ଼ିଆ ବଜାରରେ ପ୍ରତିମୂର୍ତ୍ତି ସଫା କରାଯାଇ ସେଠାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି, ସହ ସଂଯୋଜିକା ଶ୍ରୀମତୀ ପଦ୍ମଜା ଦେବତା ଯୋଗ ଦେଇଥିଲେ।ନଗର ସଂଯୋଜକ ଜିତେନ୍ଦ୍ର ହାତୀ, ସହ ସଂଯୋଜକ କାମାକ୍ଷା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହା ପରେ […]

Pin It on Pinterest