ପୁରୀୁ(ଜୟକୃଷ୍ଣ ଦାସ): ପୁରୀ ଜିଲ୍ଳାର ଏକ ନିର୍ଦ୍ଧିଷ୍ଟ ଦଳ ର ଜିଲ୍ଲା ସଭାପତି,ନିଜେ ଦୁର୍ନିତୀ ରେ ବୁଡି ରହୁଥିବା ବେଳେ, ନିଜକୁ ନିଜେ ଦୁର୍ନୀତି ମୁକ୍ତ ରାଜନେତା ବୋଲି କହି ହେଉଛନ୍ତି l ଫେସବୁକ୍, ଇନ୍-ଷ୍ଟାଗ୍ରାମ ରେ ନିଜକୁ ନିଜେ ସଚ୍ଚୋଟ ନେତା କହି ହେଉଛନ୍ତି ଏବଂ ବିଜେପି ସରକାର କୁ ବଦନାମ୍ କରିବା ପାଇଂ ଲାଗି ପଡିଛନ୍ତି l ବିଭିନ୍ନ ଆଳରେ ସରକାରୀ ଅଫିସର ମାନଙ୍କୁ ବିଭିନ୍ନ ଉପାୟରେ […]

ପୁରୀ(ଜୟକୃଷ୍ଣ ଦାସ): ଆଜି ସକାଳ ପ୍ରାୟ ୫:୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ୍ ଉଡ଼ୁଥିବା ସମ୍ପର୍କରେ ପୁରୀ ଏସ୍ପିଙ୍କ ନିକଟରେ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯିବା ସହ ସିଂହଦ୍ୱାର ଥାନା ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟୋଜିତ କରାଯାଇଥିଲା। ପୋଲିସ ଟିମ୍ ତତ୍କ୍ଷଣାତ୍ ମାଟିମଣ୍ଡପ ସାହି ଅଞ୍ଚଳରେ ଡ୍ରୋନ୍‌ଟିକୁ […]

ପୁରୀ(ଜୟକୃଷ୍ଣ ଦାସ): ଗୋପବନ୍ଧୁ ଆୟୁର୍ବେଦ କଲେଜର କିରାଣୀ ବସନ୍ତ କୁମାର ସାମନ୍ତରାୟ କହୁଛନ୍ତି ମୋର ଆଉ ୨ ମାସ ଚାକିରୀ ରହିଲା ମୋର ଆଉ କେହି କିଛି କରିପାରିବେନି, ମୁଁ ବିଜେପି ସରକାରଙ୍କ ଗେଲ୍ହା ପୁଅ, ସରକାରୀ ଟଙ୍କା ଏପରି ମୁଁ ମାରିଖାଉଥିବି….. ପ୍ରଧାନ କିରାଣୀ ଶ୍ରୀ ବସନ୍ତ କୁମାର ସାମନ୍ତରାୟଙ୍କ ମହା ଦୁର୍ନୀତି କରି ଭିଜିଲାସନ୍ସ ରେ କେଶ ଥିଲା ବେଳେ ବାବୁ କିରାଣୀ ରୁ ମୁଖ୍ୟ କିରାଣୀ […]

ପୁରୀ(ଜୟକୃଷ୍ଣ ଦାସ): ଆଗାମୀ ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣବସର ଦିବସରେ ପ୍ରଭୁ ଶ୍ରୀ ଅଲାରନାଥ ମନ୍ଦିରକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁବିଧା, ସୁରକ୍ଷା ଏବଂ ସୁଚାରୁ ଦର୍ଶନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ପୁରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିର ପରିଦର୍ଶନ କରିଥିଲେ।ପରିଦର୍ଶନ ଅବସରରେ ଶ୍ରୀ ସିଂ ମନ୍ଦିର ପରିସର, ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ପଥ, […]

ପୁରୀ(ଜୟକୃଷ୍ଣ ଦାସ): ଆଜି ସନ୍ଧ୍ୟା ପ୍ରାୟ ୫ଟା ୫୫ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସର ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ଖବର ନଜରକୁ ଆସିଥିଲା। ସିଂହଦ୍ୱାର ଥାନା ପୋଲିସ ଓ ଏକ ସ୍ୱତନ୍ତ୍ର ଟିମ୍ ତତ୍କ୍ଷଣାତ୍ ଡ୍ରୋନ୍‌ଟିକୁ କାବୁ କରିବା ପାଇଁ କାର୍ଯ୍ୟରତ ହୋଇଥିଲେ। ଏହି ଅଭିଯାନ ମଧ୍ୟରେ ଧାନକୁଟି ସାହି ଗଳି ଅଞ୍ଚଳରୁ ଜଣେ ବ୍ୟକ୍ତି ଡ୍ରୋନ୍‌ଟିକୁ ଅପରେଟ୍ କରୁଥିବା ବେଳେ ଚିହ୍ନଟ ହୋଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଝାଡ଼ଖଣ୍ଡ […]

ପୁରୀ(ଜୟକୃଷ୍ଣ ଦାଶ): ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି। ସେ ନିଜ ପତ୍ନୀ ଙ୍କ ସହ ଆସି ଶ୍ରୀମନ୍ଦିର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରିଛନ୍ତି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସପି ପ୍ରତୀକ ସିଂ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ […]

କୁରୁଜଙ୍ଗ/ପୁରୀ(ନିପ୍ର): କୁରୁଜଙ୍ଗ ପଞ୍ଚାୟତର ପ୍ରଥମ ପୂର୍ବତନ ମହିଳା ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସୂର୍ଯ୍ୟମଣି ମହାପାତ୍ରଙ୍କର ଆଜି ତା ୧୭/୩/୨୦୨୬ରିଖ ମଙ୍ଗଳବାର ଭୋର ୫ ଘଟିକା ସମୟରେ ନିଜ ବାସଭବନରେ ୯୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଜଣେ ମହିୟସୀ, ଦୟାଳୁ ଏବଂ ପରୋପକାରୀ ମହିଳା ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ସେ ତାଙ୍କ ସମସ୍କନ୍ଦ ବୟସର ଶେଷ ପିଢ଼ିର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ […]

ବାସ୍ତବବ୍ୟୁରୋ(ପୁରୀ): ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ଧାମ ଦୁଦୁୱଲା ଧର୍ମଶାଳା ପୁରୀ ଠାରେ ଶ୍ରୀଜଗନ୍ନାଥ ଚେତନା ଶିବିର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ଦଳପତି ଡଃ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଓଡ଼ିଶାର ପ୍ରାୟ ସହସ୍ରାଧିକ ଚାରଣ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ରାଧାବଲ୍ଲଭ ମଠର ମହନ୍ତ ପୂଜ୍ୟ ସ୍ୱାମୀ ରାମକୃଷ୍ଣ ଦାସ ମହାରାଜ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି […]

ସଂଜୟ ଶତପଥୀ(କଟକ): ଆଜି ପ୍ରତ୍ୟେକ ହିନ୍ଦୁଧର୍ମୀ ମାନେ ମହାସମାରୋହରେ ପାଳନ କରୁଛନ୍ତି ପବିତ୍ର ପୁଷ୍ୟାଭିଷେକ ଉତ୍ସବ। ଏହି ପବିତ୍ର ଦିବସରେ ଆଜି କଟକ ର ମହୀଦାସ ବଜାର ର ଶ୍ରୀ ଜଗନ୍ନାଥ ରଥଯାତ୍ରା ପରିଚାଳନା ସମିତି ପକ୍ଷରୁ ତ୍ରୀଦିବସୀୟ ଉତ୍ସବକୁ ପାଳନ ଅବସରରେ ପୁଷ୍ୟାଭିଷେକ ଓ ଶ୍ରୀମଦ୍ଭାଗବଦ୍ କଥାମୃତ ଉତ୍ସବ ବହୁ ଆଧ୍ୟାତ୍ମିକ ପ୍ରବକ୍ତା ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ରେ ଆରମ୍ଭ ହୋଇଯାଇଛି। ଉତ୍ସବ ର ପ୍ରଥମ ଦିବସରେ ବରେଣ୍ୟ […]

ଭୁବେନଶ୍ବର(ନି.ପ୍ର): ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି । ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ଆଲୋଚନା ହୋଇଛି ।ଟେକ୍ନିକାଲ ସ୍କାନିଙ୍ଗ ଉପରେ ରାଜ୍ୟ ସରକାଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ସେହିପରି ଶ୍ରୀମନ୍ଦିର ଜମିକୁ ଦଲାଲମୁକ୍ତ କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଛି । ଯେକୌଣସି […]

Pin It on Pinterest