ବାସ୍ତବବ୍ୟୁରୋ: ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସାରା ରାଜ୍ୟରେ କୋକୁଆ ଭୟ ସୃଷ୍ଟି କରିଛି | ଏହାକୁ ନଜରରେ ରଖି ସାରା ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌ ।ଆଜି ସଂଧ୍ୟରେ ସ୍ବତନ୍ତ୍ର ରିଲିଫ୍‌ କମିସ ଘୋଷଣା କରିଛନ୍ତିକି, ଶନିବାର ଏବଂ ରବିବାର ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚରେ ସଟ୍‌ଡାଉନ୍‌ ହେବ । ମେ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ସାରା ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌ । ୩୦ଟି ଯାକ ଜିଲ୍ଲାରେ […]

କରୋନା ସଂକ୍ରମିତ ଡାକ୍ତର ସତ୍ୟେନ୍ଦ୍ର ମିଶ୍ରଙ୍କୁ ହାଇଦ୍ରାବାଦକୁ ଚିକିତ୍ସା ପାଇଁ ପଠାଯାଇଛି ୧୮ ଲକ୍ଷ ଭଡା ଦେଇ ହାଇଦ୍ରାବାଦକୁ ପଠାଯାଇଥିବା ଏୟାର ଆମ୍ବୁଲାନ୍ସ | ଡାକ୍ତର ମିଶ୍ର ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସାଗରରୁ ଭୋପାଳ ପର୍ଯ୍ୟନ୍ତ ୧୭୫ କିଲୋମିଟର ଲମ୍ବା ଗ୍ରୀନ କରିଡର ନିର୍ମିତ | ବାସ୍ତବବ୍ୟୁରୋ:ମଧ୍ୟପ୍ରଦେଶ ର,ପ୍ରତ୍ୟେକ ଅଞ୍ଚଳରେ କରୋନା ସଂକ୍ରମଣର ହାହାକାର | ଏହି ସମୟରେ, ବୁନ୍ଦେଲଖଣ୍ଡ ମେଡିକାଲ କଲେଜରେ ପୋଷ୍ଟ କରାଯାଇଥିବା ଡକ୍ଟର […]

ଭୁବନେଶ୍ବର:ଦିନକୁ ଦିନ କାୟା ବିସ୍ଥାରୁଛି କରୋନା,ବଢି ଚାଲିଛି ସଂକ୍ରାମିତଙ୍କ ସଂଖ୍ୟା |ନାଇଟ କରଫୁ ,ସଟଡାଉନ କିଛି କାମ ଦଉନି| କୋଭିଡ ଟୀକା ନେଲେବି ପୁଣି ସଂକ୍ରମିତ ହେଉଛନ୍ତି,ଏ ସମ୍ପର୍କରରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଟିକା ନେଲେ ବି କରୋନା ହେବ। ତେଣୁ ନିୟମ ମାନି ଲୋକ କାମ କରନ୍ତୁ। ସେ ଏକଥାବି କହିଛନ୍ତି କି,ଟିକା ନେଲେ ମୃତ୍ୟୁହାର କମିବ। କିଛି ଜିଲ୍ଲାରେ […]

ବାସ୍ତବବ୍ୟୁରୋ: ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ମେ ୧୩ରେ ହେବ ପିପିଲି ଉପନିର୍ବାଚନ। ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ ୨୬। ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ୍ ଏବଂପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୯ । ଅନ୍ୟ ମାନଙ୍କର ପ୍ରାଥୀ ତ୍ୱ କାଏମ ରହିବ, କେବଳ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଆପଣମାନେ ଜାଣିଛନ୍ତିକି ପ୍ରଦୀପ ମହାରଥୀଙ୍କ ବିୟୋଗ ରେ […]

 ବଢୁଥିବା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ । ହେଲେ ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚାଲୁ ରହିବ ।  ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ,କରୋନା ସଂକ୍ରମଣ ଚେନ୍ ବ୍ରେକ୍ ଦେବାର ଲକ୍ଷ୍ୟରେ କଠୋର ହେଉଛନ୍ତି ରାଜ୍ୟ ସରକାର । ତେଣୁ ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ । ଦିନକୁ ଦିନ ବେକାବୁ ହେଉଥିବା କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଆନ୍ତଃରାଜ୍ୟ ବସ୍ ଚଳାଚଳ ବାଣ୍ଡ ନିଷ୍ପତି ନେଇଛନ୍ତି । ତେଣୁ ଅନ୍ୟ ରାଜ୍ୟକୁ ଯାଆସ କରୁଥିବା ସମସ୍ତ ବସ୍ ସେବା ଆଜିଠାରୁ ବନ୍ଦ […]

ବାସ୍ତବବ୍ୟୁରୋ:ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ କଲାଣି କରୋନା ସଂକ୍ରମଣ। ଆଜି ରାଜ୍ୟରେ ୪୦୦୦ ଅତିକ୍ରମ କରିଛି ସଂକ୍ରମଣ |ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୨୫୭୪ ଥିଲାବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୭୧ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ସଂକ୍ରାମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୮୭, ବାଲେଶ୍ବରରୁ ୧୨୩, ବରଗଡ଼ରୁ ୧୭୮, […]

ବାସ୍ତବବ୍ୟୁରୋ:ଚିକିତ୍ସା ପାଇଁ ଦିଲ୍ଲୀରେ ୩୦ରୁ ଅଧିକ ଡାକ୍ତରଖାନା ବୁଲି ବୁଲି ମିଳିଲାନି ବେଡ଼ କରୋନା ନେଲା ଓଡ଼ିଆ ଯୁବ ସଫଟ୍‌ଵେର ଇଞ୍ଜିନିୟରଙ୍କ ଜୀବନ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ସନ୍ତରାଗଡ଼ିଆ ଶ୍ରୀଦେଇପୁର ଗ୍ରାମର ସୁବଳ ପରିଡ଼ାଙ୍କ ପୁଅ ସୁକୁମାର ପରିଡ଼ା (୩୬) | ସଫଟ୍‌ୱେର ଇଞ୍ଜିନିୟର ଭାବେ ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଏକ କମ୍ପାନିରେ କାର୍ଯ୍ୟ କରୁଥିଲେ। ଜ୍ୱର ଲାଗି ରହିବାରୁ ଗତକାଲି ତାଙ୍କର ସ୍ୱାବ୍ ଟେଷ୍ଟ […]

କୋରୋନା ବିରୋଧରେ ଲଢ଼ିବା ପାଇଁ ୧୬ ଟି ଜୋନରେ ରେଳବାଇ ୪ ହଜାର କୋଚକୁ କୋଭିଡ କେୟାର କୋଚ ଭାବେ ରୂପାନ୍ତରିତ କଲା | ବାସ୍ତବବ୍ୟୁରୋ:ଭାରତୀୟ ରେଳବାଇ କରୋନା ଜୀବାଣୁ ବିରୋଧରେ ଯୁଦ୍ଧରେ ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲିଛି । ବାସ୍ତବରେ, ସାରା ଦେଶରେ କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରେଳବାଇ ସେମାନଙ୍କ କୋଚମାନଙ୍କୁ କୋଭିଡ କେୟାର କୋଚରେ ପରିଣତ କରିଛି। ରେଳବାଇ କହିଛି ଯେ […]

କଂଗ୍ରେସ ନେତା କପିଲ ସିବଲ କହିଛନ୍ତି- ପ୍ରଧାନମନ୍ତ୍ରୀ ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରନ୍ତୁ | ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) କରୋନା ଜୀବାଣୁ ସଂକ୍ରମଣ ମାମଲାରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିବେଦନ କରିଛନ୍ତି। କୋଭିଡ -୧୯ ର ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନିର୍ବାଚନ ଆୟୋଗକୁ ନିର୍ବାଚନ […]

Pin It on Pinterest