ଏସ୍-୪୦୦ ସାଜିଲା ଭାରତର ରକ୍ଷା କବଚ ଜମ୍ମୁ ବିମାନବନ୍ଦରରେ ଡ୍ରୋନ୍ ମାଡ଼୩ ରାଜ୍ୟର ଏକାଧିକ ସହର ବ୍ଲାକ୍ଆଉଟ୍ଏସ୍-୪୦୦ ସାଜିଲା ଭାରତର ରକ୍ଷା କବଚବାସ୍ତବବ୍ୟୁରୋ: ଏସ୍ ୪୦୦ ଆମ ରକ୍ଷାକବଚ ସାଜିଛି।ରାଜସ୍ଥାନର ପୋଖରାନ ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ଼ର ଧୃଷ୍ଟତା କରିଥିବାବେଳେ,ଭାରତର ସୁରକ୍ଷା ବ୍ୟବସ୍ଥା ତାହାକୁ ଆକାଶମାର୍ଗରେ କଡା ଟକ୍କର ସହ ନଷ୍ଟ କରିବାରେ ସଫଳହୋଇଛି। ରାଜସ୍ଥାନର ଫଲୋଦି ବାୟୁସେନା ଘାଟି ଠାରୁ ୨୦ କିମି ଦୂରରେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ : ସାରା ଦେଶରେ ଆରମ୍ଭ ହେବାକୁଥିବା ଜନଗଣନା ସହ ଜାତିଭିତ୍ତିକ ଡାଟା ମଧ୍ୟ ଏକାଠି କରାଯିବ । ଏଥିପାଇଁ ଜନଗଣନା ଫର୍ମରେ ଜାତିର ଏକ ଘର ଦିଆଯିବ । ଏହି ଆଧାରରେ ଦେଶରେ କେଉଁ ଜାତିର କେତେ ଲୋକ ଅଛନ୍ତି ତାର ସୂଚନା ଏକାଠି କରାଯିବ । କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତି ବାବଦ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ […]
ବାସ୍ତବ ବ୍ୟୁରୋ: ପହଲଗାମ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଗଣମାଧ୍ୟମ ଚ୍ୟାନେଲ ପାଇଁ ଏକ ପରାମର୍ଶ ଜାରି କରିଛି। ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପରାମର୍ଶଦାତା ଜାରି କରାଯାଇଛି। ଏହି ଯୁଦ୍ଧ ସମୟର ଭିଡିଓ କିଭଳି ପ୍ରସାରଣ କରାଯିବ ଓ ତାହା ଉପରେ କ’ଣ କଟକଣା ଲଗାଯାଇଛି ସେନେଇ ସୂଚନା ଓ […]
ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୪ର ରେଜଲ୍ଟ। ପରୀକ୍ଷାରେ ମୋଟ ୧୦୦୯ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି। ଏହି ଫଳାଫଳ ୟୁପିଏସସି ୱେବସାଇଟ୍ upsc.gov.in ରେ ଦେଖିପାରିବେ। ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୦୦୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୫ ଜଣ ସାଧାରଣ ବର୍ଗର, ଏହା ବ୍ୟତୀତ ଓବିସି ବର୍ଗର ୩୧୮ ଜଣ, ଏସ୍ସି ବର୍ଗର ୧୬୦ ଜଣ, ଇଡବ୍ଲୁଏସର ୧୦୯ ଜଣ, ଏସ୍ଟି ବର୍ଗର ୮୭ […]
ବାସ୍ତବ ବ୍ୟୁରୋ: ଆଜି (ରବିବାର)ଆନ୍ଧ୍ରପ୍ରଦେଶର ଆନାକାପାଲି ଜିଲ୍ଲାର କୋଟାଭୁରୁତଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କାରଖାନାରେ କାମ କରୁଥିବା ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ସେଠାରେ ୩୦ରୁ ଅଧିକ ଶ୍ରମିକ କାମ କରୁଥିବାର କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ […]
ବାସ୍ତବ ବ୍ୟୁରୋ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଓ୍ବେଲବିଙ୍ଗ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବିଶ୍ବ ସନ୍ତୋଷ ରିପୋର୍ଟ ( World Happienss Report) ପ୍ରକାଶ ପାଇଛି। ରିପୋର୍ଟରେ ସାମଗ୍ରୀକ ଭାବେ ମାନବ ସମାଜରେ ଦେଖାଦେଇଥିବା କେତେକ ଚିନ୍ତାଜନକ ଲକ୍ଷଣ ଉପରେ ଆଲୋକପାତ କରାଯାଇଛି । କ୍ରମାଗତ ଅଷ୍ଟମଥର ଫିନଲାଣ୍ଡ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି । ଡେନମାର୍କ, ଆଇସଲ୍ୟାଣ୍ଡ, ନରୱେ ଏବଂ ସ୍ୱିଡେନ ମଧ୍ୟ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ […]
ବାସ୍ତବ ବ୍ୟୁରୋ:ବିଭିନ୍ନ ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ ) ମାର୍ଚ୍ଚ ୨୪ଏବଂ ୨୫ ତାରିଖ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛି। ରାଜ୍ୟର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ସାମ୍ୱାଦିକ ସମ୍ମିଳନୀ କରି ୟୁଏଫବିୟୁ ଓଡ଼ିଶା ଶାଖା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ […]
ବାସ୍ତବ ବ୍ୟୁରୋ: ପାକିସ୍ତାନରେ ଏକ ଯାତ୍ରୀବାହୀ ଏକ୍ସପ୍ରେସକୁ ଅପହରଣ କରି ନେଇଛନ୍ତି ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସେନା ଅଧିକାରୀ ଓ ଯବାନ ଥିବା କୁହାଯାଉଛି । ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି । ବିଏଲଏ […]
ବାସ୍ତବ ବ୍ୟୁରୋ: ଜଷ୍ଟିନ୍ ଟ୍ରୁଡୋଙ୍କ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାପରେ ମାର୍କ କାର୍ନି କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ରବିବାର ଦିନ ଶାସକ ଲିବରାଲ ପାର୍ଟି ମାର୍କ କାର୍ନିଙ୍କୁ ଏହାର ନେତା ଭାବରେ ନିର୍ବାଚିତ କରିଛି । କାର୍ନି ୮୬ ପ୍ରତିଶତ ସଦସ୍ୟଙ୍କ ଭୋଟ ଜିତିଥିଲେ । ସୂଚନା ଥାଉକି, ୫୯ ବର୍ଷୀୟ କାର୍ନି ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ । ଯିଏ ଜାନୁଆରୀରେ ଇସ୍ତଫା ଘୋଷଣା […]
୨୦୨୬ ମସିହା ଏପ୍ରିଲ ୧ ତାରିଖରୁ ଆୟକର ଅଧିକାରୀମାନେ ଯେକୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍, ବ୍ୟାଙ୍କ, ଅନଲାଇନ୍ ନିବେଶ, ବିଜନେସ୍ ଆକାଉଣ୍ଟକୁ ଯାଞ୍ଚ କରିବା ସହିତ ଏହାର ତଦନ୍ତ କରିପାରିବେ। ମିଳିଥିବା ରିପୋର୍ଟ ମୁତାବକ , ଯଦି କୌଣସି କର୍ତ୍ତୃପକ୍ଷ ସନ୍ଦେହ କରନ୍ତି ଯେ, କୌଣସି ବ୍ୟକ୍ତି ଆୟକର ଫାଙ୍କି ଦେଇଛନ୍ତି ଏବଂ ସେହି ବ୍ୟକ୍ତିଙ୍କ ପାଖରେ କୌଣସି ଅଘୋଷିତ ଆୟ, ଟଙ୍କା, ସୁନା, ଅଳଙ୍କାର […]


