ହିନ୍ଦୋଳ(ବାସ୍ତବକଥା):-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଏସଟିଏଫ ଟିମ ରାତିଅଧରେ ଚଢ଼ାଉକରି ଜବତ କରିଛି ବିପୁଳପରିମାଣରେ ଗଞ୍ଜେଇ।ଖବରରୁ ପ୍ରକାଶ ବିପୁଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ ଟିମର ୭ଜଣିଆ ଟିମ ହିନ୍ଦୋଳଥାନା କଂସରା ପଂଚାୟତ ଆମ୍ବିଠି ଗ୍ରାମ ନିକଟ ବନଦୁର୍ଗା ମନ୍ଦିର ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉକରି ଏକ ଗାଡ଼ିରୁ ୧. ୫୩କ୍ୱିଣ୍ଟାଲ ଗଂଜେଇ ଜବତ କରିଥିବାବେଳେ ଚେପଟିଗାଡ଼ିଆ ଅଞ୍ଚଳର ସନାତନ ନାୟକଙ୍କ ପୁଅ […]
ରାଜ୍ୟ
ବଲାଙ୍ଗୀରି(ବାସ୍ତକଥା): ବଲାଙ୍ଗୀର,ଜାତୀୟ ପଞ୍ଚାୟତି ରାଜ ଦିବସ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍ ଠାରେ ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଏହି ଦିବସ କୁ କିଭଳି ସୁଦୃଢ଼ୀକରଣ କରାଯିବ ସେ ନେଇ ଗୁରୁତ୍ଵ ଦେଇଥିଲେ । ରାଜନୈତିକ ଜୀବନ ଏକ ସରପଞ୍ଚ ହୋଇ ସେ ଆରମ୍ଭ କରିଥିଲେ ବୋଲି ପ୍ରକାଶ କରିଥିଲେ। ୧୯୯୭ ମସିହା […]
ରାଶିଫଳ ଆଜି, ୨୨ ଅପ୍ରେଲ, ବୁଧବାର ତିଥି: ବୈଶାଖ ଶୁକ୍ଳ ପଞ୍ଚମୀ, ନକ୍ଷତ୍ର: ମୃଗଶିରା। ସୂର୍ଯ୍ୟୋଦୟ ପ୍ରାତଃ ୫:୩୦,ସୂର୍ଯ୍ୟାସ୍ତ ସନ୍ଧ୍ୟା ୦୬:୦୭।ଶୁଭ ମୁହୂର୍ତ୍ତ: ଅମୃତ ବେଳା ଦିବା ଘ୦୭:୦୯ ମଧ୍ୟେ ଏବଂ ଘ୦୮:୪୭ ରୁ ଘ୧୦:୨୫ ମଧ୍ୟେ। ମେଷ ରାଶି ଆଜି ଆପଣଙ୍କ ପାଇଁ ଏକ ସକରାତ୍ମକ ଦିନ ହେବାକୁ ଯାଉଛି ଯାହା ଆପଣଙ୍କୁ ନୂତନ ଉତ୍ସାହ ପ୍ରଦାନ କରିବ। କର୍ମକ୍ଷେତ୍ରରେ ଆପଣଙ୍କର ପରିଶ୍ରମ ଅନ୍ୟମାନଙ୍କ ଦ୍ୱାରା ପ୍ରଶଂସିତ ହେବାର […]
କଟକ(ସଞ୍ଜୟ ଶତପଥୀ)୧୯/୦୪ :ଚହଟାଘାଟ ନିକଟସ୍ଥ ଗାୟତ୍ରୀ ମନ୍ଦିର ପରିସରରେ ବିଶିଷ୍ଟ ଆଧ୍ୟାତ୍ମିକ ଓ ବ୍ୟଙ୍ଗକବି ଜ୍ଞାନ ହୋତାଙ୍କର ସଭାପତିତ୍ୱରେ ଡ.ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ରଚିତ ପୁସ୍ତିକା ‘ନୂଆ ଡାହୁକବୋଲି’ ଆଜି ଅପରାହ୍ଣରେ ପାଠକାର୍ପିତ ହୋଇଛି। ଏହି ଅବସରରେ ଅତିଥିମାନେ ପରମ୍ପରାକୁ ସମ୍ମାନ ଜଣାଇ ଏହି ପୁସ୍ତକର ଆବଶ୍ୟକତା ରହି ଆସୁଥିଲା ବୋଲି ମତବ୍ୟକ୍ତ କରିଛନ୍ତି। ମୁଖ୍ୟଅତିଥି ଡ.ଅଜୟ କୁମାର ମିଶ୍ର ‘କର୍ମାଙ୍ଗୀ ମାଦଳା’ରେ ଅଶ୍ଳୀଳ ବିବେଚିତ ତୁଚ୍ଛପଦ ରୂପେ କାଳକ୍ରମେ ଅନାଦୃତ […]
କଟକ(ସଂଜୟ ଶତପଥୀ):ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ପାଇଁ ଦଳରୁ ଡାକରା ପାଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କଟକର ବିଶିଷ୍ଟ ଭାଜପା ନେତା ଶ୍ରୀ ଲଲାଟେନ୍ଦୁ ବଡୁ ଦୀର୍ଘ ତିନି ମାସ ଧରି ୨୧୨-ପଟାଶପୁର ନିର୍ବାଚନ ମଣ୍ଡଳୀ ର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ ସେହି ଅଞ୍ଚଳରେ ମାରାଥନ ନିର୍ବାଚନ ପରିଚାଳନା କରୁଛନ୍ତି। ଗତ ନିର୍ବାଚନ ରେ ଏହି ସନ୍ତ୍ରାସ ବହୁଳ ଆସନରୁ ପରାଜିତ ହୋଇଥିବା ଯୋଗୁଁ ଶ୍ରୀ ବଡୁ ଅତ୍ୟନ୍ତ […]
କଳାହାଣ୍ଡି(ବାସ୍ତବ କଥା):ବିଶିଷ୍ଟ ଶିଳ୍ପପତି ଶ୍ରୀ ମହିମାନନ୍ଦ ମିଶ୍ରଙ୍କ ୭୩ ତମ ଜନ୍ମଦିନକୁ ମହାସମାରୋହରେ ଓଡ଼ିଶା ପାଳନ କରୁଛି ।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଜଗନ୍ନାଥପୁର ସ୍ଥିତ ସୁଦାମା କ୍ରିଷ୍ଣା ହୋଟେଲ ଠାରେ ଲାଞ୍ଜିଗଡ ସ୍ଥିତ ଓ.ଏସ.ଏଲ ଲାଞ୍ଜିଗଡ ଶାଖା ତରଫରୁ ଶିଳ୍ପପତି ଶ୍ରୀ ମହିମାନନ୍ଦ ମିଶ୍ରଙ୍କ ୭୩ ତମ ଜନ୍ମଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଜନ୍ମଦିନ ପାଳନ ଅବସରରେ ଏକ ମେଗା ରକ୍ତଦାନ ଶିବିର […]
ଜଗସିଂପୁର(ବାସ୍ତବକଥା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର କୂଳସାମନ୍ତରାୟ,ଉକୁସହି ଗ୍ରାମର ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କ ୧୮ଶ ତମ ଚତୁର୍ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞର ଅନ୍ତିମ ଦିବସରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଚତୁର୍ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞର ପ୍ରଥମ ଦିବସରେ ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ନେଇ ଏକ ବିଶାଳ କଳସ ଶୋଭାଯାତ୍ରା ହୋଇଥିଲା।ମହାଯଜ୍ଞର ଅନ୍ତିମ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଦୁଇ ଗ୍ରାମର ସମସ୍ତ ଗ୍ରାମବାସୀ ଦ୍ୱାରା ଘଣ୍ଟା,ଘଣ୍ଟ ମୃଦଙ୍ଗ ବାଦନ […]
କଟକ (ସଞ୍ଜୟ ଶତପଥୀ): ଟାଙ୍ଗି-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାଣୀ ପାଟଣା ଗ୍ରାମରେ ପ୍ରତିବର୍ଷ ପରମ୍ପରାଗତ ଭାବେ ଆୟୋଜିତ ହୋଇଆସୁଥିବା ରାମଲୀଳା ଉତ୍ସବ ଚଳିତ ବର୍ଷ ୨୨ତମ ବର୍ଷରେ ପ୍ରବେଶ କରିଛି। ଚଳିତ ବର୍ଷ ପାଞ୍ଚ ରାତ୍ର ଧରି ଗ୍ରାମର ରାମଲୀଳା ମଣ୍ଡପରେ ରାମାୟଣର ବିଭିନ୍ନ ଘଟଣାକୁ ଆଧାର କରି ଭବ୍ୟ ରାମଲୀଳା ପରିବେଷଣ କରାଯାଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିବାବେଳେ, ଏହି ଅବସରରେ “ବିଶ୍ୱାସ” ନାମକ ଏକ ପତ୍ରିକାର […]
ରାଶିଫଳ ଆଜି, ୨୦ ଅପ୍ରେଲ ସୋମବାର ରାହୁ କାଳ, ଅଶୁଭ ସକାଳ ୭:୩୦ ରୁ ୯:୦୦। ଶୁଭ ମୁହୂର୍ତ୍ତ, ଅଭିଜିତ୍ ମୁହୂର୍ତ୍ତ ଦିବା ୧୧:୪୫ ରୁ ୧୨:୩୫। ମେଷ ରାଶି ଆଜି ଆପଣ ଦିନସାରା ଶକ୍ତି ଏବଂ ଆତ୍ମବିଶ୍ୱାସରେ ଭରପୂର ଅନୁଭବ କରିବେ। ବୃତ୍ତିଗତ ସୁଯୋଗ ଆପଣଙ୍କ ଦ୍ୱାର ବାଡ଼େଇପାରେ ତେଣୁ ସତର୍କ ଏବଂ ସକ୍ରିୟ ରୁହନ୍ତୁ। ନିକଟରେ କରିଥିବା ପୁରୁଣା ବିନିଯୋଗରୁ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। […]
ରାଶିଫଳ ଓ ବେଳା, ୧୯ ଅପ୍ରେଲ ରବିବାର ସୂର୍ଯ୍ୟୋଦୟ ସମୟ ୫ଟା ୨୪ ମିନିଟ ଏବଂ ସୂର୍ଯ୍ୟାସ୍ତ ସମୟ ୬ଟା ୦୪ ମିନିଟ। ଅମୃତ ବେଳା ଦିବା ୧୦ଟା ୨୩ ମିନିଟରୁ ୧ଟା ୪୫ ମିନିଟ ପର୍ଯ୍ୟନ୍ତ, ରାତ୍ରି ୮ଟା ୦୫ ମିନିଟରୁ ୧୦ଟା ୩୬ ମିନିଟ ପର୍ଯ୍ୟନ୍ତ। ଶୁଭ ମହୂର୍ତ୍ତ ଦିବା ୧୧ଟା ୨୦ ମିନିଟରୁ ୧୨ଟା ୧୦ ମିନିଟ। ରାତ୍ରିରେ ଶୁଭ ବେଳା ୮ଟା ୦୫ ମିନିଟରୁ […]


