ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ଓଡ଼ିଶାର ବିଶେଷ ଭାବେ ବିପନ୍ନ ଜନଜାତି ଗୋଷ୍ଠୀଙ୍କ ସାମାଜିକ, ସାଂସ୍କୃତିକ ଓ ସ୍ୱାସ୍ଥ୍ୟ ସ୍ଥିତି ଉପରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବ୍ୟାପକ ବୈଷୟିକ ରିପୋର୍ଟ ପ୍ରକାଶ ପାଇଛି। ଏହି ଉପଲକ୍ଷେ ଲୋକସେବା ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ଡଃ ହରିବାବୁ କମ୍ଭମପତି ଏହି ସାକ୍ଷ୍ୟ-ଆଧାରିତ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର […]

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ପିଛା ଛାଡ଼ିବା ମୁଡରେ ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଛନ୍ତି ରାହୁଲ ଗାନ୍ଧି। କ୍ରମାଗତ ତୃତୀୟ ଦିନକୁ ମିଶାଇ ୨୯ ଘଣ୍ଟା ରାହୁଲଙ୍କୁ ଜେରା କରିଥିଲେ ମଧ୍ୟ ଇଡି ଆହୁରି କିଛି ଜାଣିବାକୁ ଚାହୁଁଛି । ସେଥିପାଇଁ ପୁଣି ଶୁକ୍ରବାର ଦିନ ୧୧ଟା ବେଳକୁ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ରାହୁଲଙ୍କୁ ହାଜର ହେବାକୁ ନୋଟିସ କରିଛି ଇଡି। ନ୍ୟାଶନାଲ […]

Pin It on Pinterest