କଟକ(ବାସ୍ତବକଥା): ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦଜୀଙ୍କ ଆହ୍ୱାନରେ “ମା’ ପାଇଁ ଗଛଟିଏ” ଅଭିଯାନ ସମସ୍ତଙ୍କୁ ପ୍ରଭାବିତ କରିଛି।ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ୧୦ଟି ଲେଖାଏଁ ବୃକ୍ଷ ରୋପଣ କରି ତାର ଯତ୍ନ ନେଇ ବଡ଼ ଦ୍ରୁମରେ ପରିଣତ କରନ୍ତୁ। ଏହି ସନ୍ଦେଶ କୁ ଆଧାର କରି କଟକ ଜିଲ୍ଲା ବାଙ୍କୀ ବ୍ଲକର ଅଂଶୁପା ହ୍ରଦ ନିକଟରେ କୃଷକ ମୋର୍ଚ୍ଚା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗଛ କଟା, […]

କାକଟପୁର(ମାନସ ସାମଲ)୦୧/୦୬: ସ୍ବଦେଶୀ ଜାଗରଣ ମଞ୍ଚ, ପୁରୀ ପକ୍ଷରୁ,ସ୍ଥାନୀୟ ଦେଉଳି ମଠ ପରିସରରେ ଦୁଇଦିନିଆ ଜିଲ୍ଲା ବିଚାର ଓ ପ୍ରଶିକ୍ଷଣଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ସ୍ବଦେଶୀ ଜାଗରଣ ମଂଚର,ଅଖିଳ ଭାରତୀୟ ସଂପର୍କ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ଭୂୟାଁ,ଆର୍ଏସ୍ଏସ୍ ବୌଦ୍ଧିକ ପ୍ରମୁଖ ସୁଶାନ୍ତ କୁମାର ପରିଡ଼ା, ସାମ୍ବାଦିକ ଅକ୍ଷୟ କୁମାର ରାଉତ, ମଂଚର ପୁରୀ ବିଭାଗ ସଂଯୋଜକ ବିଶ୍ବନାଥ ପଣ୍ଡା […]

କାକଟପୁର(ବାସ୍ତବକଥା): ସରକାର ରାଜ୍ୟରେ ସ୍ଵାସ୍ଥ୍ୟସେବାର ରୂପାନ୍ତରୀକରଣ ଏବଂ ବିକାଶ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ନୁହେଁ ବରଂ ପୁରୀ ଜିଲ୍ଲାର ଉପକୂଳବର୍ତ୍ତୀ କାକଟପୁର ଅଞ୍ଚଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର (CHC) ଅଧୀନରେ ଥିବା କାକଟପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସମେତ ବାଲିଦୋକାନ, ପାଟପୁର ଏବଂ ପକିରସାହି ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଚିକିତ୍ସା ସେବା ସମ୍ପୂର୍ଣ୍ଣ […]

ପୁରୀ(ଜୟକୃଷ୍ଣ ଦାସ): ଆଗାମୀ ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣବସର ଦିବସରେ ପ୍ରଭୁ ଶ୍ରୀ ଅଲାରନାଥ ମନ୍ଦିରକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁବିଧା, ସୁରକ୍ଷା ଏବଂ ସୁଚାରୁ ଦର୍ଶନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ପୁରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିର ପରିଦର୍ଶନ କରିଥିଲେ।ପରିଦର୍ଶନ ଅବସରରେ ଶ୍ରୀ ସିଂ ମନ୍ଦିର ପରିସର, ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ପଥ, […]

ରାଉରକେଲା(ବଳିଆ ନାୟକ)୩୦/୫:ରାଉରକେଲା ଅବକାରୀ ଜିଲ୍ଲାର ୨୦୨୬-୨୭ ବର୍ଷ ପାଇଁ,୩୫ ଗୋଟି ବିଦେଶୀ ଠିପିବନ୍ଦ ମଦ ଦୋକାନ ବନ୍ଦୋବସ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ୩୨ ଗୋଟି ମଦ ଦୋକାନ ପାଇଁ ୪୮୧ ଜଣ ଆବେଦନକାରୀ ସମୁଦାୟ ୯୪୦ ଗୋଟି ଦରଖାସ୍ତ ପକାଇଥିଲେ।ଶୁକ୍ରବାର ୨୯ ତାରିଖ ସକାଳ ୯ ଘଟିକା ଠାରୁ ରାଉରକେଲା ମହାନଗର ନିଗମ କାଉନସିଲ ହଲରେ ଲଟେରୀ ଉଠାଣ ପ୍ରକ୍ରିୟା ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ […]

ରାଉରକେଲା(ବଳିଆ ନାୟକ)୨୯/୫:ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ମଇ ୩୦ ତାରିଖରୁ ଆରମ୍ଭ ହେଉଥିବା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ, ସୁନ୍ଦରଗଡ଼ ଜିଲ୍ଲା ବାସୀ ସହୃଦୟ ସହଯୋଗ କରିବାପାଇଁ,ରାଉରକେଲା ମହାନଗର ନିଗମ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ସମ୍ପର୍କରେ ଜିଲ୍ଲାପାଳ ସମସ୍ତ ନାଗରିକଙ୍କୁ ଏହି ସଂଶୋଧନ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କୁ ସହଯୋଗ […]

ଭବାନୀପାଟଣା୨୬/୫(କିଶୋର ନାଏକ):-ଗ୍ରୀଷ୍ମ ର ପ୍ରଚଣ୍ଡ ତାତି ରେ ମଧ୍ୟ ଶ୍ରମିକ ମାନେ ନିଜ ପେଟ ପାଇଁ ଦୈନନ୍ଦିନ ସଖାଳୁ ଉଠି ନିଜ କାର୍ଯ୍ୟ ରେ ଲାଗିପଡ଼ନ୍ତି, କିନ୍ତୁ ବେଳେ ବେଳେ ଏମିତି କାଳ ଫସ ରେ ପଡିଯାନ୍ତିଯେ ମୃତ୍ୟୁ ରୁ ମଧ୍ୟ ମୁକୁଳି ପାରନ୍ତି ନାହିଁ। ହେଲେ ନିୟତି ର ଲେଖା ଏମିତି ଥାଏ ଯେ ମଣିଷ ବି ପୋକ ମାଛି ପରି ମରିଯାଏ। ଏମିତି ଏକ ଘଟଣା ଦେଖିବାକୁ […]

ବ୍ରହ୍ମପୁର(ବାସ୍ତବକଥା):ବହୁଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ଶ୍ରୀ ସୁଧୀର ପାତ୍ର ଅପହରଣ ଓ ବଳାତ୍କାର ମାମଲା ରେ ଫେରାର ଥିବା ଅପରାଧୀ ବଡଗଡ ଥାନା ଅନ୍ତର୍ଗତ ନଉଗାଁ ର ୨୭ ବର୍ଷିୟ ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରୀପାଢୀ ସାହିର ୩୫ ବର୍ଷୀୟ ସରୋଜ ପଣ୍ଡା ଙ୍କୁ ଆଜି ବ୍ରହ୍ମପୁର ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ସବିଶେଷ ତଥ୍ୟ ଅନୁଯାୟୀ ଏହି ଚାରିଜଣ ଅପରାଧୀ ଙ୍କୁ ପୋଲିସ୍ ର […]

ଭୁବନେଶ୍ବର(ବାସ୍ତବକଥା): ୧୦ ଦିନରେ ୪ ଥର ବଢିଲାଣି ତେଲ ଦର। ଆଗକୁ ହେବ ଆହୁରି ସାଙ୍ଘାତିକ୍ ସ୍ଥିତି। ୧୨୦ ଛୁଇଁବ ପେଟ୍ରୋଲ ଲିଟର ପିଛା ବଢିବ ୧୨ ଟଙ୍କା। ଆସନ୍ତା ୨୦ ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ଦର ସମାନ ହେବ। ଲିଟର ପିଛା ୧୨୦ ଟଙ୍କାକୁ ବୃଦ୍ଧି ପାଇବ।ଆମେ କହୁନୁ,ଏକଥା କହିଛନ୍ତି ନିଖିଳ ପେଟ୍ରୋଲିୟ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ। ଆପଣ ଯାଣିଛନ୍ତି, ୧୦ […]

ରାଉରକେଲା(ବାସ୍ତବକଥା): ସୁନ୍ଦରଗଡ଼ ଜିଲ୍ଲା ପୋଲିସ୍ ପକ୍ଷରୁ ” ନିଶା ମୁକ୍ତ ” ଅଭିଯାନ ଅଧୀନରେ ପ୍ଲାଣ୍ଟସାଇଟ୍ ପୋଲିସ୍ ୨୨୦ ଗ୍ରାମ୍ ହେରୋଇନ୍ ଜବତ୍ କରିବା ସହିତ ୬ ମହିଳାଙ୍କ ସମେତ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି।ସୂଚନା ଅନୁସାରେ ୨୦୨୬ ମଇ ୨୩ ତାରିଖ ସକାଳେ ପ୍ଲାଣ୍ଟସାଇଟ୍ ଥାନା ଅଧୀନସ୍ଥ ମହତାବ ରୋଡ୍ ଅଞ୍ଚଳର ମୀନାପଡ଼ାରେ ଏକ ସ୍ୱତନ୍ତ୍ର ଚଢାଉ କରାଯାଇଥିଲା। ଏଥିସହିତ ପ୍ଲାଣ୍ଟସାଇଟ୍ ଥାନାର ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା […]

Pin It on Pinterest