ଭୁବନେଶ୍ବର(ଗୌତମ ମିଶ୍ର): ଆଜି ବିନାୟକ ସିନେ କ୍ରିଏସନ୍ ର ନୂଆ ଚଳଚ୍ଚିତ୍ର ନାଲିଚୁଡ଼ା ର ସୁଟିଂ ଆରମ୍ଭ ହୋଇଛି l ଏହି ଚଳଚ୍ଚିତ୍ରର କାହାଣୀ ଇନ୍ଦୁମତି ରାୟ ଲେଖିଥିବାବେଳେ ଚିତ୍ରନାଟ୍ୟ, ସଂଳାପ ସହ ଗୀତରଚନା କରିଛନ୍ତି ଡ ରଜନୀ ରଞ୍ଜନ l ସଂଗୀତ ନିର୍ଦ୍ଦେଶନା ଯଜ୍ଞ ଦାଶ ଦେଇଥିବା ବେଳେ ଚିତ୍ରନାଟ୍ୟ ନିର୍ଦ୍ଦେଶନାରେ ରଞ୍ଜନ ମିଶ୍ର ଏବଂ ଡି ଓ ପି ରେ ଏସ୍ ରଞ୍ଜନ ଅଛନ୍ତି।ଏଥିରେ ଅଭିଷେକ ରଥ […]
Odia
ଭୁବନେଶ୍ବର(ଉପେନ୍ଦ୍ର ପତି): ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଓଡ଼ିଶା ନାଟ୍ୟ ସଂଘର କାର୍ଯ୍ୟକାରିଣୀ ପରିଷଦ ବୈଠକ ୟୁନିଟ୍ -୪, ଭୁବନେଶ୍ୱର ସ୍ଥିତ ହୋଟେଲ ସୂତୃପ୍ତି ସମ୍ମିଳନୀ କକ୍ଷରେ ସଭାପତି ମିହିର କୁମାର ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ପରାମର୍ଶ କ୍ରମେ ସାଧାରଣ ସମ୍ପାଦକ ସୁଧାଂଶୁ ମୋହନ ଦ୍ବିବେଦୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ କୋଷାଧ୍ୟକ୍ଷ ଅବିନାଶ ଦଣ୍ଡପାଟ ଆର୍ଥିକ ସ୍ଥିତି ଉପରେ ଗୃହକୁ […]
ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର): ଶିକ୍ଷକତାରୁ ରାଜନେତା ସାଜିଥିବା ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁଲି ନାହାନ୍ତି ସେହି ଶିକ୍ଷକତାକୁ। ନିଜ କାର୍ଯ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ହାତଧରି ଲେଖାଇଲେ ମା’, ‘ବାପା’। ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ଭାବନାକୁ ସାକାର କରିବା ପାଇଁ ଓଡ଼ିଶା ର ସମସ୍ତ ସ୍କୁଲ ରେ ଶତପ୍ରତିଶତ ନାମଲେଖା ପାଇଁ ନିର୍ଦ୍ଦେଶ ସହ ୫ ଲକ୍ଷ ନିମନ୍ତ୍ରଣ ପତ୍ର ବଣ୍ଟନ ର […]
ଢେଙ୍କାନାଳ(ନି.ପ୍ର):ଢେଙ୍କାନାଳ ଜିଲ୍ଲା ମହାବିରରୋଡ ରେଞ୍ଜ ଅଞ୍ଚଳରେ ଗୋଠଛଡା ଦନ୍ତାର ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି । ପ୍ରତି ଗାଁ ରେ ପଶି ଘର ଭାଙ୍ଗିବା ,ଲୋକଙ୍କୁ ଆକ୍ରମଣ କରିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ କମି ଥିବା ବେଳେ ଲୋକ ମାନେ ବିଭିନ୍ନ ସ୍ଥାନକୁ ନିର୍ଭୟରେ ଯାତାୟାତ କରୁଥଲେ । ବର୍ତ୍ତମାନ ପୁନର୍ବାର ଏହି ଅଞ୍ଚଳରେ ଏକ ଗୋଠଛଡା ହାତୀ ଉପଦ୍ରବ […]
ବରଗଡ଼(ତୁଳସୀ ଚରଣ ଦାଶ) ୩୧/୦୩:ରୋଟାରୀ କ୍ଲବ୍ ବରଗଡ଼ ପକ୍ଷରୁ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଅମିତ ଜୟସ୍ୱାଲଙ୍କ ସରକାରୀ ଗସ୍ତ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ରୋଟାରିଆନ୍ ଗଙ୍ଗାସାଗର ପତି ଏବଂ ସମ୍ପାଦକ ରୋଟାରିଆନ୍ ଆନନ୍ଦ ଭୂତଡ଼ାଙ୍କ ନେତୃତ୍ୱରେ ସ୍ଥାନୀୟ ହୋଟେଲ ଗଣପତିଠାରେ ଏହି ସଭା ଆୟୋଜିତ ହୋଇଥିଲା।ଏହି ବୈଠକରେ ସମୁଦାୟ ୨୩ ଜଣ ରୋଟାରିଆନ୍ ଯୋଗ ଦେଇଥିଲେ, ଯାହା ରୋଟାରୀର ମୂଳମନ୍ତ୍ର “ସେବା ହିଁ ପରମ […]
ବରଗଡ଼(ତୁଳସୀ ଚରଣ ଦାଶ)୩୧/୦୩: ବରଗଡ଼ ଶୁଣ୍ଢି ସମାଜର କାର୍ଯ୍ୟକାରୀ କମିଟି ଓ ମହିଳା ସମିତି ର ଯୁଗ୍ମ ବୈଠକ ସ୍ଥାନୀୟ ହୋଟେଲ ଟୁଲି ପ୍ରିମିୟମ ଠାରେ ଉଦ୍ଧବ ଚରଣ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି । ସଭା ପ୍ରାରମ୍ଭରେ ରାଜ୍ୟ ପୂର୍ବତନ ଯୁବ ସଭାପତି ତଥା ବରହମପୁର ମହାନଗର ର ସଭାପତି ସ୍ୱର୍ଗତ କୁନା ସାହୁଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ନୀରବ ପ୍ରାର୍ଥନା କରାଯାଇଥିଲା।ଏ ବର୍ଷର […]
ବାସ୍ତବକଥା: ରାମନବମୀରେ ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନଙ୍କ ଫାଙ୍କା ଗୁଳି ଫୁଟାଇବାକୁ ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗଣମାଧ୍ୟମକୁ ସୂଚନା ଦେଇ ବିଧାୟକ କହିଛନ୍ତି ଯେ ତାହା ଏକ ଖେଳନା ବନ୍ଧୁକ ଥିଲା। ଯଦି ଅସଲି ବୋଲି ଚର୍ଚ୍ଚା ହେଉଛି ତାହାହେଲେ ତଦନ୍ତ ହେଉ। ଅନ୍ୟପକ୍ଷରେ ତଦନ୍ତ ରେ ଏହା ବିଧାୟକ ଶ୍ରୀ ଜୈନଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବୋଲି କହିଛନ୍ତି ବଲାଙ୍ଗୀର ଜିଲ୍ଲା ଆରକ୍ଷୀ […]
ପୁରୀ(ଜୟକୃଷ୍ଣ ଦାଶ): ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି। ସେ ନିଜ ପତ୍ନୀ ଙ୍କ ସହ ଆସି ଶ୍ରୀମନ୍ଦିର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରିଛନ୍ତି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସପି ପ୍ରତୀକ ସିଂ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ […]
କଳାହାଣ୍ଡି/ନର୍ଲା(ନି ପ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚଳିତ ବର୍ଷ ଉଦ୍ୟାନ ଚାଷୀ ମାନଙ୍କ ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀ ଙ୍କୁ ଲଙ୍କା, ଧନିଆ , ପିଆଜ ଭଳି ବିଭିନ୍ନ ଚାଷ ପାଇଁ ସରକାରୀ ରିହାତି ଭାବରେ ପ୍ରତି ଚାଷୀ ଙ୍କୁ ୪୯୩୦ ଟଙ୍କା ରୁ ୯୭୦୦ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବା ବ୍ୟବସ୍ଥା ରହିଛି । କିନ୍ତୁ ଏଭଳି ଯୋଜନା ରେ ପ୍ରକୃତ […]
ବରଗଡ଼/ବରପାଲି(ତୁଳସୀ ଚରଣ ଦାଶ)୨୩./୦୩: ଆଜି ସ୍ଥାନୀୟ ଫାର୍ମାସ୍ୟୁଟିକାଲ ମହାବିଦ୍ୟାଳୟ ରେ ପୂର୍ବତନ ବିଧାୟକ ତଥା ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱର୍ଗତ ରାଜୀବ ଲୋଚନ ହୋତାଙ୍କ ୯୨ ତମ ଜନ୍ମତିଥି ଅବସରରେ ପ୍ରଥମଥର ପାଇଁ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବରଗଡ଼ ପକ୍ଷରୁ “ବରିଷ୍ଠ ହତାଦର ସଚେତନତା ସଭା” ଅନୁଷ୍ଠିତ ହୋଇଥିଲା ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂଘ ଉପସଭାପତି ଗୌନ୍ତିଆ କୁମାର […]


