ଖୋର୍ଦ୍ଧା(ବାସ୍ତବବ୍ୟୁରୋ): ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ସ୍ମୃତି ଅବସରରେ,ଅଗଷ୍ଟ ୨୯କୁ ଜାତୀୟ କ୍ରିଡା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ବନାଥ ତରାଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସାମିଲ […]
odisha
ନବୀନ ଦାଶ(ଅତାବିରା):ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ନିକଟରେ ୧୧ଲକ୍ଷ ଟଙ୍କା ର ୧୦୯.୫ ଗ୍ରାମ ବ୍ରାଉନ ସୁଗାର୍ ସହ ୩ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି । ଗିରଫ ଅଭିଯୁକ୍ତ ମାନେ ବରଗଡ଼ ପୌରାଞ୍ଚଳ ୱାର୍ଡ ନଂ ୧ ର ଅମଜଦ ଖାନ୍(୩୦),ୱାର୍ଡ ନଂ ୩ ହାଟପଦା ର ଅଜୟ ପଟେଲ (୨୫), ୱାର୍ଡ ନଂ ୧୨ ର ମହମ୍ମଦ ଅଲତାବ୍ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ଯଥା-ରକ୍ତ ଦାନ ଶିବିର, ବୃକ୍ଷ ରୋପଣ ଆଦି କାର୍ଯ୍ୟ ଜାରି ରହିଛି । ଏହି କ୍ରମରେ ଚାନ୍ଦବାଲି ବ୍ଲକର ଜଳେଶ୍ବରପୁର ଓ ତେନ୍ତୁଲି ଡ଼ିହି ଗ୍ରାମପଞ୍ଚାୟତ ରେ ବୃକ୍ଷ ରୋପଣ କଲେ ବିଧାୟକ ଡ଼ଃ ବ୍ୟମାକେଶ ରାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବୃକ୍ଷ କୋଟିଏ ଜୀବନ ନାରାକୁ ଚାନ୍ଦବାଲିର […]
ବରଗଡ଼(ନବୀନ ଦାଶ): ଓଡ଼ିଶା ସରକାରଙ୍କ ଦ୍ୱାରା ପରିକ୍ରମା କରୁଥିବା ” ଅହିଂସା ରଥକୁ” ଗତ ୨୭ ତାରିଖ ଅପରାହ୍ନରେ ବରଗଡ଼ ଜିଲ୍ଲାର ମୁଖ୍ୟ ଦ୍ଵାର ଗୋଡଭଗା ଠାରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମନିଷା ବାନାର୍ଜୀ ସବୁଜ ପତାକା ଦେଖାଇ ଦୁଇଟି ରଥକୁ ସ୍ଵାଗତ ଜଣାଇଥିଲେ । ରଥ ଦୁଇଟିକୁ ପୂଜାର୍ଚ୍ଚନା ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ […]
ସଞ୍ଜୟଶତପଥୀ(କଟକ)୨୭।୮:ଭୁବନେଶ୍ବର ଶୈଳଶ୍ରୀ ବିହାରର ଜନୈକ ନିଶାସକ୍ତ ଯୁବକ ,ମୁଣ୍ଡଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ।ମୁଣ୍ଡଳୀ ବ୍ରିଜ ଉପରେ OD 33 R 9270 ନମ୍ବରର ଦୁଇଚକିଆ ଗାଡି(ସ୍କୁଟି) ରଖାଯାଇଛି ।ଯୁବକ ଜଣଙ୍କ ହେଲେ ବିଶ୍ଵଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି । ତେବେ ଯୁବକ ଜଣଙ୍କ ନିଶାସକ୍ତ ଥିବା ଅବସ୍ଥାରେ ନଦୀକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀ ଏହି […]
ସଂଜୟ ସତପଥୀ(କଟକ): ଆସନ୍ତା ଶ୍ରୀଗଣେଶ ପୂଜା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାସମାରୋହରେ ଏହି ଉତ୍ସବ ପାଳନ କରିବାର ସଙ୍କଳ୍ପ ନେଇ ଆଜି କଟକର ପ୍ରସିଦ୍ଧ ବାଲିଯାତ୍ରା ପଡିଆରେ କଟକ-ଭୁବନେଶ୍ବର ଦ୍ବୈତ୍ଯନଗରୀ ଗଣେଶ ମହୋତ୍ସବ କମିଟି ପକ୍ଷରୁ ପୁର୍ବତନ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ବାରା ପଣ୍ଡିତମାନଙ୍କ ମନ୍ତ୍ରୋଚାରଣ ଓ ବେଦଧ୍ଵନି ମଧ୍ଯରେ ଭୂମି ପୂଜନ ଓ ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ […]
ବରଗଡ଼(ନବୀନ ଦାଶ ବାସ୍ତବ ଟିଭି):ବରଗଡ଼ ଜିଲ୍ଲାଅତାବିରା ବ୍ଲକ ବାବେବୀରା ଗ୍ରାମର ପ୍ରକୃତି ପ୍ରେମୀ ରବୀନ୍ଦ୍ର ବାରିକ୍ ଆଉ ନାହାନ୍ତି । ଆଜି ସକାଳ ପ୍ରାୟ ୯ ଟା ସମୟରେ ହୃଦ ଘାତରେ ତାଙ୍କର ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ତାଙ୍କର ଦୃଢ଼ ମନୋବଳ ଯୋଗୁଁ ୯୮ ବର୍ଷରେ ପଦାର୍ପଣ କରି ମଧ୍ୟ ,ତାଙ୍କୁ ବାର୍ଦ୍ଧକ୍ୟ କବଳିତ କରିପାରି ନଥିଲା । ସେ ପରିଣତ […]
ନବୀନଙ୍କୁ ଦଳ ଗ୍ରହଣ କରିବନି: ବିଜେପି ରାଜ୍ୟ ସ୍ବାର୍ଥ ପାଇଁ ଏନ୍ଡିଏକୁ ସମର୍ଥନ: ବିଜେଡି ଅଘୋଷିତ ମେଣ୍ଟ ଚାଲିଛି: କଂଗ୍ରେସ ପ୍ରମୋଦ ନାୟକ(ଭୁବନେଶ୍ବର): କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ସୋମବାର ଗଣମାଧ୍ୟମ ଜରିଆରେ ଙ୍କୁନବୀନ ପଟ୍ଟନାୟକଙ୍କୁ ଏନ୍ଡିଏରେ ମିଶିବା ପାଇଁ ଗାନ ମାଧ୍ୟମ ଜରିଆରେ ପ୍ରସ୍ତାବ ଦେଇଥିଲେ। ଅଠାୱଲେଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି-ବିଜେପି ସମ୍ପର୍କ ନେଇ ପୂର୍ବରୁ ଯେଉଁ ଆଲୋଚନା ହେଉଥିଲା ତାହା ଏବେ ଜୋର୍ ଧରିଛି। ବିରୋଧୀ […]
ବରଗଡ଼:-୨୪/୮(ନବୀନ ଦାଶ ବାସ୍ତବ ଟିଭି)ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ୫୩ନଂ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ଭେଦ କରି ଯାଇଛି।ଏହି ରାସ୍ତା ଦେଇ ଦିନ ରାତି ହଜାର ହଜାର ଛୋଟ ବଡ ଗାଡ଼ି ମଟର,ଭାରୀ ଯାନବାହାନ ସହ ଲୋକ ତଥା ସ୍କୁଲ କଲେଜ ପିଲା ଯାତା ୟତ କରିଥାନ୍ତି।ଏହି ରାସ୍ତା ଟି ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ହେବା ସହ ରକ୍ଷଣାବେକ୍ଷଣ ଅଭାବ ରୁ ଡିଭାଇଡର ତଥା ରାସ୍ତା […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୋପୀନାଥପୁର ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜେଡି ଏବଂ ବିଜେପି ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣେ ବିଜେପି କର୍ମୀ ଗୁରୁତ୍ୱର ଆହତ ହୋଇଥିଲେ ।ଯାହାକୁ ନେଇ ଗତ ୧୬ ତାରିଖରେ ଚାନ୍ଦବାଲି ବାଂଶଡ଼ା ଥାନାରେ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଏକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଥିବା […]


