ଜୟନ୍ତ ଶତପଥୀ(ଡେରାବିଶ): କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବଡ଼ ମଙ୍ଗରାଜପୁର ଗ୍ରାମର ବନଭୋଜୀ ମହାପୁରୁଷ ପ୍ରାଙ୍ଗଣରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଦ୍ଵାଦଶlହ ଉପଲକ୍ଷେ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସଭା ଶିକ୍ଷାବିତ ଗୋଲଖ ଚନ୍ଦ୍ର ସାହୁଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରୟୋଜିତ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାକୁ ରାଜଶ୍ରୀର ସମ୍ପାଦକ ଆଶୁକବି […]

ପରମାନନ୍ଦ କହଁର (ଫୁଲବାଣୀ):ଫୁଲବାଣୀ ଜିଲ୍ଲା ସବୁ ଜିଲ୍ଲା ଠାରୁ ଟିକେ ନିଆରା । ଏହି କ୍ରମରେ ଫୁଲବାଣୀ ଜିଲ୍ଲାର ଶୀତ ବି ନିଆରା । ଏବର୍ଷ ମଧ୍ୟ ଫୁଲବାଣୀରେ ମଧ୍ୟ ହାଡଭଙ୍ଗା ଶୀତ ପଡିବା ଆରମ୍ଭ ହୋଇଛି । ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହିତ ଦାରିଙ୍ଗବାଡି, ବାଲିଗୁଡା, ଖଜୁରିପଡା, ଜି ଉଦୟଗିରି ଓ ଅନ୍ୟାନ୍ୟ ସହରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ପ୍ରତି ବର୍ଷ ତୁଳନାରେ ଚଳିତ […]

ସଂଜୟ ଶତପଥୀ(କଟକ): ହିନ୍ଦୁଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ, ପବିତ୍ର ଆଧ୍ୟାତ୍ମିକ ପୁସ୍ତକ ଶ୍ରୀ ରାମାୟଣର ଶ୍ରେଷ୍ଠ ଚରିତ୍ର ତଥା ପ୍ରଭୁ ଶ୍ରୀ ଶେଷନାଗ ଲକ୍ଷ୍ମଣ,ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ପ୍ରତି ହେତୁବାଦୀମାନଙ୍କର ତାତ୍ସଲ୍ୟ ଓ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ, ରାଜ୍ୟର ବହୁ ପୋଲିସ୍ ଥାନାରେ ଏତାଲା ଋଜୁ ହୋଇନଥଲେବି ,ପୋଲିସ ପକ୍ଷରୁ କୋୖଣସି କାର୍ଯ୍ୟାନୁଷ୍ଠାନ ନ ହେବା ତଥା ବିଶେଷ କରି ରାଜ୍ୟ ସରକାର ସବୁ ଜାଣି ଚୁପ୍ […]

ସଂଜୟ ଶତପଥୀ(କଟକ): :ଆଜି ୧୩/୧୧/୨୦୨୨ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ହେତୁବାଦୀ ସଂଗଠନ ର ମୁଖ୍ୟ ବି.ରାମଚନ୍ଦ୍ର.ଭୋଲଟାୟାର ଗଣମାଧ୍ୟମରେ ଦେଇଥିବା ହିନ୍ଦୁଧର୍ମର ପବିତ୍ର ପୁରାଣ ରାମାୟଣ ର ବିଶିଷ୍ଟ ଚରିତ୍ର,ଭାତୃଭକ୍ତ ଲକ୍ଷ୍ମଣଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଏତଲା ଦିଆଯାଇଈ। ଏହି ଏତଲା ଦାଏର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦୀନବନ୍ଧୁ ସିଂ ଙ୍କ ଆହ୍ୱାନକ୍ରମେ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡା)୧୧/୧୧:ରାମଚଣ୍ଡୀ ଶିକ୍ଷା ନିକେତନ , ଛୋଟୀର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାର୍ତ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ମହଲରୁ ଆଦର୍ଶୋଦୀପ୍ତ ବ୍ୟକ୍ତିଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇଛି। କୋରୋ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ତିନି ଦଶନ୍ଧି କାଳ ନିଜ ନୀତିନିଷ୍ଠ ଶିକ୍ଷା ସେବାକୁ ସମର୍ପିତ କରି ସେ ସମଗ୍ର ଜିଲ୍ଲାରେ ଏକ ସମ୍ମାନ […]

ନବୀନ ଦାଶ(ବରଗଡ):୨୬/୧୦- ବରଗଡ଼ ଜିଲ୍ଲା ଅତାବିରା ରେଙ୍ଗାଲି କେମ୍ପ କେନାଲ କଲୋନୀ ସ୍ଥିତ ମାଁ ଶ୍ୟାମାକାଳୀ ଙ୍କ ଗତ ୨୩ତାରିଖ ଦିନ ଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ସହ ଗମ୍ଭିରା ପ୍ରବେଶ ସମ୍ପନ୍ନ ହୋଇଛି । ୨୪ତାରିଖ ଦିନ ମାଁ ଙ୍କ ନବ ନିର୍ମିତ ପିତ୍ତଳ ବିଗ୍ରହ ଶସ୍ୟା ଭିଷେକ ସହ ଚଣ୍ଡୀ ହୋମ, କୁଷ୍ମାଣ୍ଡ ବଳି ଆଦି ନୀତିକାନ୍ତି ଷୋଡ଼ଶ ଉପଚାର […]

ବାସ୍ତବ ବ୍ୟୁରୋ :ଏଥର ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ନଵମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ନୂଆ ଵିଷୟ। ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ କରିକୁଲାର ଏକ୍ଟିଭିଟିସ, ବେସିକ ଆଇଟି ସ୍କିଲ୍ସକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ କରି ଏହା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ। ପରବର୍ତ୍ତୀ ଶିକ୍ଷାବର୍ଷରେ ଏହା ଉଭୟ ନବମ ଓ ଦଶମ […]

ସଞ୍ଜୟ ଶତପଥୀ(କଟକ): ଜଗତପୁରରେ ହାତୀ ଉପଦ୍ରଵ,ଗାଡି ମାତ୍ର ସହ ଅନେକ ଘର ଭାଙ୍ଗିଲା ଜଙ୍ଗଲୀ ହାତୀ । ସେହିପରି ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲ୍ରେ ଚିକିତ୍ସଚିତ ହେଉଥିବାର ଖବର ମିଳିଛି । ତିନିଟି ହାତୀ ଜଗତପୁରରେ ଉପଦ୍ରବ ଜାରି ରଖିଥିବା କୁହାଯାଉ ଥିବାବେଳେ,ନିମପୁର ଅଞ୍ଚଳରେ ପଶିଥିବା ହାତୀଟି କେତେକ କାର୍ ଓ ଘର ଭାଙ୍ଗି ଦେଇଥିବାର ସୂଚନା […]

ବିମଲ ଯୋଶୀ(ବଲାଙ୍ଗୀର):ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ ।୨୦୨୧ ଖରିଫ ଋତୁରେ ମରୁଡ଼ି ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର ୮୦ ଗ୍ରାମପଞ୍ଚାୟତକୁ ବୀମା ଭୁକ୍ତ କରିବାରୁ ବଞ୍ଚିତ ରଖା ଯାଇଥିବା ପ୍ରତିବାଦରେ ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ କରାଯାଉଥିବା ଜଣାପଡ଼ିଛି। ଜିଲ୍ଲାର ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼ ଉପଖଣ୍ଡରେ ଥିବା ହରିଶଙ୍କର ରୋଡ ତଥା ଲାଠୋର […]

ବାସ୍ତବବ୍ୟୁରୋ(କଟକ): ମାହାଙ୍ଗା ବ୍ଲକ ଆପିଲୋ ଗ୍ରାମର ସଞ୍ଜୟ ପଣ୍ଡା ନିଜ ସ୍କୁଟି ରେ ଏକ କାର୍ଯ୍ୟରେ କେନ୍ଦ୍ରାପଡ଼ା ଯାଉଥିବା ସମୟରେ କଟକରୁ କେନ୍ଦ୍ରାପଡ଼ା ଆଡ଼କୁ ଯାଉଥିବା ଏକ ଦୃତଗାମୀ ୧୦ ଚକିଆ ଟ୍ରକ (ନମ୍ବର -OD O5G 3261) କଟକ ଚାନ୍ଦବାଲି ରାସ୍ତାର ଶୂକରପଡା ବଜାରଠାରେ ତାଙ୍କୁ ପଛପଟୁ ଧକ୍କା ଦେବା ସହ ସ୍କୁଟି ଆରୋହୀ ସଞ୍ଜୟ ପଣ୍ଡାଙ୍କ ମୁଣ୍ଡ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ଶ୍ରୀ ପଣ୍ଡାଙ୍କର ମୃତ୍ୟୁ […]

Pin It on Pinterest