ସଞ୍ଜୟ ଶତପଥୀ(କଟକ):ନକଲି ଔଷଧ କାରବାର ମାମଲାରେ କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ । ନକଲି ମେଡିସିନ କାରବାର ମାମଲାରେ ସେମାନଙ୍କୁ ପଚରାଉଚରା କରାଯିବ । ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି । କଟକ ଡିସିପି ସୂଚନା ଅନୁଯାଇ, ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ ସିଲ ବି କରାଯାଇପାରେ […]

ନମୋଗୁରୁ ହୋତା(ସୁବର୍ଣ୍ଣପୁର): ଜିଲ୍ଲା ତଥା ସହରରେ ଦିନକୁ ଦିନ ଜନ ବସତି ବଢିବା ସାଙ୍ଗକୁ ମୋ ମନଟର ଯାନ ଚଳାଚଳରେ ମଧ୍ୟ ବୃଦ୍ଧି ଘଟୁଛି l ଜନ ସାଧାରଣ ଙ୍କ ବେପରୁଆ ଓ ଅବ୍ୟବସ୍ଥିତ ଗାଡିଚାଳନା ହେତୁ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି l ସାମ୍ପ୍ରତିକ ସ୍ଥିତିରେ ସେ ସବୁକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ […]

ମନୋଜ ମହାନ୍ତି(ଭୁବନେଶ୍ୱର):ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି କି, ଆସନ୍ତା ୫ ତାରିଖରୁ ରାଜ୍ୟରେ ସାମାନ୍ୟ ବଷା ବଢ଼ିବ । ୫ ତାରିଖରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି, ଏଥି ସହ ଏ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଛି ପାଣିପାଗ ବିଭାଗ । ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା […]

ପ୍ରମୋଦ ନାୟକ(ଭୁବନେଶ୍ବର): ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ ଟାଇମ ଗ୍ରେନ୍ (ଏଟିଜି) ବ୍ୟବସ୍ଥା ,ଏଣିକି ଏଟିଏମରୁ ଟଙ୍କା ବାହାରିବ। ଭଳି ଶସ୍ୟ ମିଳିବ। ୨୪ ଘଣ୍ଟା ମିଳିବ ରାସନ। ବିଧାନସଭାରେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଛି ।ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯୪୧ […]

ବରଗଡ଼:-୧୨.୭(ବାସ୍ତବ ଟିଭି)ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଲାୟନ୍ସ କ୍ଳବ୍ ଅତାବିରା ର ସଭାପତି ଧିରେନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତା ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ପାଖାପାଖି ୮୦ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇ କ୍ଳବ୍ ର ସଦସ୍ୟ ପ୍ରମୁଖ “ବୃକ୍ଷ ହିଁ ଜୀବନ” ବିଷୟରେ ଏକ ବାର୍ତ୍ତା ପ୍ରଦାନ କରି ଆଗକୁ ବହୁ […]

ବ୍ରହ୍ମପୁର(ବାସ୍ତବବ୍ୟୁରୋ): ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ପ୍ରଥମେ ତାରାତାରିଣୀ ପୀଠରେ ମାଆଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ପରେ, ବ୍ରହ୍ମପୁରଠାରେ ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ରେ ଛାତ୍ରାବାସ ଉଦଘାଟନ କରିଥିଲେ । ଦଳୀୟ କର୍ମକର୍ତ୍ତାଙ୍କ ସମାବେଶରେ ଯୋଗ ଦେଇ ମୋଦି ସରକାରଙ୍କ ବିକାଶ ମୂଳକ ବାର୍ତ୍ତାକୁ ଓଡିଶାରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ । କେନ୍ଦ୍ର ଶିକ୍ଷା, […]

ନବରଙ୍ଗପୁର:୦୩/୦୭-ସ୍ମାର୍ଟ ସ୍କୁଲରୁ ସ୍ମାର୍ଟ ଚୋରି,ଧୁମ୍ ଫିଲ୍ମ୍ ଷ୍ଟାଇଲରେ ଚୋର କଲେ ଚୋରି । ଚୋରି କରି ବ୍ଲାକ ବୋର୍ଡ ରେ ଲେଖିଲେ ଇଟ୍ସ୍‌ ଧୁମ୍ ୪ କମିଙ୍ଗ୍‌ ସୁନ୍‌ । ଏପରି ଲେଖିଗଲେ “ସ୍କୁଲ ପିଲା ଧରିପାରିଲେ ଧର ” । ଯାହା ଏବେ ଚର୍ଚ୍ଚା ପାଲଟିଛି । ଏପରି ଲେଖି ପୋଲିସକୁ ‌ଖୁଲମ ଖୁଲା ଚ୍ୟାଲେଞ୍ଜ କରିଗଲେ ଚୋର l ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ସ୍ଥିତ […]

ବାସ୍ତବବ୍ୟୁରୋ:(ବାଲେଶ୍ୱର)ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଘର ବାହୁଡା, ୨୦୦୯ ମସିହାରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଶ୍ରୀଦାଶ,ଆଜି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କୁ ଦଳରେ ମିଶାଇଛନ୍ତି। ଶ୍ରୀ ଦାଶଙ୍କ ଘରବାହୁଡ଼ା ବାଲେଶ୍ୱରରେ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଢଙ୍ଗୀ । ଆପଣମାନେ ଜାଣିଥିବେ ,ପୂର୍ବତନ ବିଧାୟକ ଶ୍ରୀ ଦାଶ ୨୦୦୯ ମସିହାରେ ବିଜେପି […]

ବାସ୍ତବଟିଭି :ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ) କହିଛି ଯେ ନୂତନ ବର୍ଷର ପ୍ରଥମ ଦିନରେ ସାରା ବିଶ୍ୱରେ ଆନୁମାନିକ ୩ ,୭୧ ,୫୦୪ ପିଲା ଜନ୍ମ ହେବେ। ଏଥିମଧ୍ୟରୁ ପ୍ରାୟ ୬୦ ,000 ପିଲା ଭାରତରେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ଏହି ବର୍ଷ ପ୍ରାୟ ୧୪ କୋଟି ପିଲା ଜନ୍ମ ହେବେ | ଏ ବର୍ଷର ପ୍ରଥମ ଦିନରେ ଜନ୍ମ ହାର କମ | ମୁଖ୍ୟମନ୍ତ୍ରୀ ନବୀନ […]

ବାସ୍ତବବ୍ୟୁରୋ :କ୍ରମାଗତ ୨୫ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ | ଏହା ଗ୍ରାହକଙ୍କୁ ବହୁତ ଆରାମ ଦେଇଛି | ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ | ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯ ୨ ୨ […]

Pin It on Pinterest