ବାଲେଶ୍ବର(କୃଷ୍ଣ କୁମାର ମହାନ୍ତି): ସୋମବାର ଦିନ ବ୍ୟାଙ୍କ ଅଫ୍ ବରୋଦା ତାର ୧୧୯ତମ ପ୍ରତିଷ୍ଠା ଦିବସ ବଡ଼ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଦେଶର ସମସ୍ତ ଶାଖା ଓ କାର୍ଯ୍ୟାଳୟ ସହ ମିଶି ବାଲେଶ୍ବର ମୁଖ୍ୟ ଶାଖା ମଧ୍ୟ ଏହି ଅବସରକୁ ବିଶେଷ ଭାବେ ପାଳନ କରିଥିଲା। ଏ ବର୍ଷ ପ୍ରତିଷ୍ଠା ଦିବସର ଥିମ୍ ଥିଲା ‘ବିଶ୍ବାସ ସହିତ ନେତୃତ୍ବ’। ଏହି ଅବସରରେ ବ୍ୟାଙ୍କ ତରଫରୁ କର୍ପୋରେଟ୍ ସାମାଜିକ ଦାୟିତ୍ବ […]

କଳିଙ୍ଗ ଯୁବସେନା କୁ ମିଳିଲା “ପଦାରବିନ୍ଦ ସେବା ସମ୍ମାନ -୨୦୨୬”…. କଟକ(ସଞ୍ଜୟ ଶତପଥୀ): ସେବା ଓ ସମର୍ପଣ ହିଁ ଶ୍ରେଷ୍ଠ ସେବକର ପରିଚୟ,ପଦାରବିନ୍ଦ ସ୍ମୃତି ସମର୍ପିତ ଆଲୋଚନାରେ ବକ୍ତାଙ୍କ ମତ‌।ପରିବେଶ ଆଜି ସମାଜର ସର୍ବଶ୍ରେଷ୍ଠ ଆହ୍ୱାନ ଓ ପ୍ରତ୍ୟେକ ନାଗରିକ ଏଥିପାଇଁ ଜାଗ୍ରତ ନହେଲେ ପରପିଢ଼ି ଭୟଙ୍କର ଦୁର୍ଦଶା ଭୋଗିବେ ତେଣୁ ଜଳ, ଭୁମି, ବାୟୁ ଓ ଆକାଶକୁ ନିର୍ମଳ ରଖିବାର ସମସ୍ତଙ୍କର ଦାୟିତ୍ୱ। ଲୋକସେବକ ଯୁବମଣ୍ଡଳ ପକ୍ଷରୁ ଆଜି […]

କାକଟପୁର(ମାନସ ସାମଲ): କାକଟପୁର-ଅସ୍ତରଙ୍ଗ ମୁଖ୍ୟରାସ୍ତାସ୍ଥିତ ଜିଉନ୍ତିଠାରେ ‘ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ କାକଟପୁର, ଅସ୍ତରଙ୍ଗ, ଗୋପ ବ୍ଲକ ଏବଂ କୋଣାର୍କ ଏନ୍‌ଏସି ଅଞ୍ଚଳରୁ ୨୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ଯୋଗଦେଇ ଆଗାମୀ ଦିନର ସମାଜସେବା କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ରାକେଶ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଟ୍ରଷ୍ଟ ସଭାପତି ସତ୍ୟପ୍ରିୟ ବେହେରା, ପଞ୍ଚାୟତ ସମିତି […]

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଉଦ୍‍ଘାଟନୀ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଯାଇଅଛି । ଏହି ତିନି ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ଓ ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନେ ଯୋଗଦାନ କରି […]

ଚିଲିକାରେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦ ଙ୍କ ବିଶେଷ ଜନସମ୍ପର୍କ ଅଭିଯାନ ଚିଲିକା- ତାରିଖ୧୯/୦୭(ଅଶୋକ କୁମାର ନାୟକ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ସଫଳ ୧୨ ବର୍ଷ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ସଫଳ ୨ ବର୍ଷ ପୂର୍ତ୍ତି ଅବସରରେ ରବିବାର ଦିନ ଆୟୋଜିତ ବିଶେଷ ଜନସମ୍ପର୍କ ଅଭିଯାନରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଏବଂ […]

ବେଆଇନ ନିର୍ମାଣ ଯୋଗୁଁ ଭୁଶୁଡ଼ିଲା ପାଚେରି ପୁରୀ(ଜୟକୃଷ୍ଣ ଦାସ): ପୁରୀର ଐତିହାସିକ ଓ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ଶ୍ୱେତଗଙ୍ଗା ପୋଖରୀ ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ରହିଛି। ଶ୍ରୀଜଗନ୍ନାଥ ମନ୍ଦିରର ପଞ୍ଚତୀର୍ଥ ମଧ୍ୟରୁ ଏହା ଅନ୍ୟତମ। ଆକାରରେ ସବୁଠାରୁ ଛୋଟ ହୋଇଥିଲେ ମଧ୍ୟ ଏହାର ଧାର୍ମିକ ମହତ୍ତ୍ୱ ଅତ୍ୟନ୍ତ ଅଧିକ। ବିଶ୍ୱାସ ରହିଛି ଯେ, ଏହି ପୋଖରୀ ସହ ଗଙ୍ଗା ନଦୀର ସଂଯୋଗ ଥିବାରୁ ଏହାର ଜଳ କେବେ ଶୁଖି […]

ଭୁବନେଶ୍ବର(ପ୍ରଶାନ୍ତ ପାଇକରାୟ): ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା, ବର୍ଷା ପବ୍ଲିକେସନ୍ ପକ୍ଷରୁ ‘ଚତୁର୍ଥ ବର୍ଷା ସମ୍ମାନ-୨୦୨୬’ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ମାସ ୨ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ‘ଚତୁର୍ଥ ବର୍ଷା ଉତ୍ସବ’ରେ ଏହା ପ୍ରଦାନ କରାଯିବ । ବର୍ଷା ପବ୍ଲିକେସନ୍‌, ସବୁବେଳେ ଗୁଣାତ୍ମକ ମାନ ଥିବା ବହିର ସମ୍ମାନ କରିବା ସହିତ ଏହାର ପ୍ରକାଶ, ପ୍ରଚାର, ପ୍ରସାରରେ ପ୍ରମୁଖ ଭୂମିକା […]

ଏମ୍ସରୁ ସ୍ନାତକ ହାସଲ କରୁଥିବା ଡାକ୍ତରମାନେ “ଡକ୍ଟର ପ୍ଲସ୍” ଭାବରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି“ଆତ୍ମବିଶ୍ୱାସ ଏବଂ କରୁଣା ସହିତ ଧଳା କୋଟ୍ ପିନ୍ଧନ୍ତୁ”: କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ରଥଯାତ୍ରା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ଅଭିବ୍ୟକ୍ତି । ଏହା ବିନମ୍ରତା, ସାମୂହିକ ଅଂଶଗ୍ରହଣ ଏବଂ ନିଃସ୍ୱାର୍ଥପର ସେବାକୁ ପ୍ରତିଫଳିତ କରିଥାଏ । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘‘ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଏହା ଭାରତର […]

ଭୁବନେଶ୍ବର(ପ୍ରଶାନ୍ତ ପାଇକରାୟ)୧୨ ଜୁଲାଇ:କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ କରାଯାଇଥିବା କର୍ମଚାରୀ ଭବିଷ୍ୟନିଧ୍ ସଂଗଠନ(ଇପିଏଫଓ) ସୂଚନା ଦେଇଛି । ଆୟକର ଆଇନ ୧୯୬୧ ଅଧୀନରେ ମାନ୍ୟତାପ୍ରାପ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ଚଳାଉଥିବା ସଂସ୍ଥାଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ଲାଗି ଏହି ଯୋଜନାରେ ଛଅ ମାସର ସମୟସୀମା ଦିଆଯାଇଛି । ଗତ ଜୁନ୍ ୨୯ ତାରିଖରେ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପାଇବାର […]

Pin It on Pinterest